ଚାଣକ୍ୟ କୂଟନିତୀ ଏବଂ ରାଜନିତୀରେ ନିପୁଣ ଥିଲେ । ଚାଣକ୍ୟ ନିଜ ଅନୁଭବରେ ବିଭିନ୍ନ ଶାସ୍ତ୍ର ରଚନା କରିଥିଲେ । ଚାଣକ୍ୟଙ୍କ ନୀତି ଶାସ୍ତ୍ର ଆଜିକାର ଜୀବନରେ ସଫଳ ଜୀବନକୁ ପ୍ରେରିତ କରେ । ଚାଣକ୍ୟ ଦାମ୍ପତ୍ତ୍ୟ ଜୀବନକୁ ନେଇ ବହୁତ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ଯାହାକୁ ଅନୁସରଣ କରି ଦାମ୍ପତ୍ତ୍ୟ ଜୀବନକୁ ସୁଖମୟ କରି ପାରିବେ । ସଫଳ ଦାମ୍ପତ୍ତ୍ୟ ଜୀବନ ପାଇବା କୌଣସି ଚମତ୍କାର ଠାରୁ କମ ନୁହେଁ । ସଫଳ ବୈବାହିକ ଜୀବନ ଚିନ୍ତାମୁକ୍ତ କରିଥାଏ । ଚାଣକ୍ୟଙ୍କ ଅନୁସାରେ ପ୍ରତ୍ୟେକ ବୈବାହିକ ଜୀବନରେ ବିଶ୍ୱାସ ରହିବା ନିହାତି ଆବଶ୍ୟକ । ସୁଖମୟ ସଂପର୍କ ର ମୂଳଦୁଆ ବିଶ୍ୱାସରୁ ଆରମ୍ଭ ହୋଇଥାଏ । ସ୍ୱାମୀ ସ୍ତ୍ରୀ ପରସ୍ପର ମଧ୍ୟରେ ସଂପୂର୍ଣ୍ଣ ଭାବେ ବିଶ୍ୱାସ ରଖିବା ନିହାତି ଆବଶ୍ୟକ । ଚାଣକ୍ୟଙ୍କ ମତରେ ପରସ୍ପର ପ୍ରତି ବିଶ୍ୱାସ ରଖିବା ଦ୍ୱାରା ନିହାତି ଆବଶ୍ୟକ ଏହା ଦ୍ୱାରା ସୁଖଶାନ୍ତିରେ ଜୀବନ ଯାପନ କରିପାରିବେ ।
ବାହାନଗା ସ୍କୁଲ୍ରେ ହେବ ଶୁଦ୍ଧିକରଣଉନ୍ମୋଚନ ହେଲା ଓଡ଼ିଶା ଆମ୍ବ ଲୋଗୋଯାଜପୁର କଳିଙ୍ଗନଗର ଡୁବୁରୀ ଛକରେ ଭୟାବହ ଅଗ୍ନିକାଣ୍ଡଆଜି ମହାପ୍ରଭୁଙ୍କ ଅଣସର ସେବାର ଚତୁର୍ଥ ଦିନୟୁଟ୍ୟୁବର ‘ଅନ୍ ଟାଲେଣ୍ଟେଡ୍ ଗାଏ’ର ଚ୍ୟାନେଲ ବ୍ୟାନ୍ଗାଧୋଇବାବେଳେ ପୋଖରୀରେ ବୁଡ଼ି ୨ ମହିଳା ମୃତଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳଯାତ୍ରୀଙ୍କୁ ନେଇ ପୁରୀରୁ କୋଲକାତା ଯାଉଥିବା ବସ୍ ଅଟକମୋଦୀଙ୍କ ପାଖକୁ ସ୍ୱତନ୍ତ୍ର କିସମର ଆମ୍ବ ପଠାଇଲେ ମମତା ବାନାର୍ଜୀଦୂରଦର୍ଶନର ପ୍ରଥମ ଇଂରାଜୀ ନ୍ୟୁଜ୍ ଆଙ୍କର ଗୀତାଞ୍ଜଳି ଆୟରଙ୍କ ପରଲୋକ