ବରଗଡ଼, କରୋନା ନିୟମ ଉଲଘଂନ ଅଭିଯୋଗରେ ସରପଞ୍ଚ ଗଣିବେ ଲକ୍ଷେ ଟଙ୍କା ଜରିମାନା। ଏଭଳି ଅଭିଯୋଗ ଆସିଛି ବରଗଡ଼ ଜିଲ୍ଲାର ଗାଇସିଲଟ ବ୍ଲକରେ। ସୂଚନାଥାଉକି, କିରୋସିନି ଘୋଟଲା ଅଭିଯୋଗ ନେଇ ଗ୍ରାମବାସୀଙ୍କ ସହ ମିଶି ସରପଞ୍ଚ, ବିଡ଼ିଓ କାର୍ଯ୍ୟାଳୟ ଘେରାଉ କରିଥିଲେ। କରୋନା ସମୟରେ ଏତେ ସଂଖ୍ୟକ ଲୋକ ଏକାଠି ପ୍ରତିବାଦ କରିବା ଘଟଣା କରୋନା ନିୟମକୁ ଉଲଂଘନ କରୁଛି ବୋଲି ଦର୍ଶାଇ ବିଡ଼ିଓ ଏକ ଲକ୍ଷ ଟଙ୍କା ଜରିମାନା କରିଛନ୍ତି।
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତକର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାANS NEWS SUPERFAST [email protected]ଆଜିଠୁ ପୁରୀରେ ଆରମ୍ଭ ସାହିଯାତବଢୁଛି କରୋନା ସଂକ୍ରମଣଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନରଥଯାତ୍ରା ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନ ଖଣ୍ଡରୁ କାଠକଟା ଆରମ୍ଭ