You are currently viewing ଆଜି ୩୦୩୧ କରୋନା ପଜିଟିଭ ଚିହ୍ନଟ,୫୦୮୨ ସୁସ୍ଥ

ଆଜି ୩୦୩୧ କରୋନା ପଜିଟିଭ ଚିହ୍ନଟ,୫୦୮୨ ସୁସ୍ଥ

ଭୁବନେଶ୍ୱର-୨୧.୦୬.୨୦୨୧, ଆଜି ରାଜ୍ୟରୁ ୩ ହଜାର ୩୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୧୭୩୮ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୧୨୯୩ ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୮ ଲକ୍ଷ ୮୦ ହଜାର ୫୩୩, ସୁସ୍ଥ ସଂଖ୍ୟା- ୮ ଲକ୍ଷ ୪୦ ହଜାର ୨୧୪ , ସମୁଦାୟ ସକ୍ରିୟ ସଂଖ୍ୟା ୩୬ ହଜାର ୬୩୩ , ନୂଆ କରି କରୋନାରୁ ସୁସ୍ଥ ହୋଇଛନ୍ତି ୫୦୮୨ । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୮୧ ଆକ୍ରାନ୍ତ ଚିହ୍ନଟ ।

ଅନ୍ୟମାନଙ୍କୁ ଜଣାନ୍ତୁ।