flag

ପ୍ଲାନେଟ ସଲ୍ୟୁସନରେ ପାଳିତ ହୋଇଯାଇଛି ୭୫ ତମ ସାଧାରଣତନ୍ତ୍ର ଦିବସ 

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ): ପ୍ଲାନେଟ ସଲ୍ୟୁସନ ପରିସରରେ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି | ଏହି ଅବସରରେ ପ୍ଲାନେଟ ସଲ୍ୟୁସନର ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି ଜାତୀୟ ପତକା ଉତ୍ତୋଳନ କରିଥିଲେ |  ପତକା ଉତ୍ତୋଳନ କାର୍ଯ୍ୟକ୍ରମରେ ଶ୍ରୀମତୀ  ସ୍ମିତା ମହାପାତ୍ର, ସୁବର୍ଣା ଦାସ ଏବଂ ଶାନ୍ତନୁ ମିଶ୍ର ଭାଷଣ ଦେଇ ସାଧାରଣତନ୍ତ୍ର ଦିବସର ମହତ୍ୱ ଉପରେ ସଦସ୍ୟମାନଙ୍କୁ ବୁଝାଇଥିଲେ |

girlsଏଥିସହ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା କର୍ମଚାରୀ କାବେରୀ ମହାନ୍ତି, ବିଶ୍ୱରଂଜନ, ଅଂଶୁମାନ, ସୁଜିତ ମହାନ୍ତି, ସରୋଜ ରାଉତ, ବିଡି ମହାନ୍ତି, ଆଲୋକ, ଅଭିଷେକ ଗିରି, ସୁମିତ୍ରା, ଶ୍ରଧାଞ୍ଜଳି, ଟିକିନା, ପ୍ରିୟଦର୍ଶିନୀ, କବିତା ଦେଶାତ୍ମକବୋଧକ ସଂଗୀତ ଗାନ କରିଥିଲେ | ପରିଶେଷରେ ପ୍ଲାନେଟ ସଲ୍ୟୁସନର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମକୁ କରତାଳି ଦେଇ ସ୍ୱାଗତ କରିବା ସହ ସାଧାରଣ ଜନତାଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ | 

ଅନ୍ୟମାନଙ୍କୁ ଜଣାନ୍ତୁ।