You are currently viewing ପୁଣିଥରେ ଆରମ୍ଭ ହେବ ଡିଏଲ୍ ଓ ଏଲ୍‌ଏଲ୍ ଡ୍ରାଇଭିଂ ଟେଷ୍ଟ

ପୁଣିଥରେ ଆରମ୍ଭ ହେବ ଡିଏଲ୍ ଓ ଏଲ୍‌ଏଲ୍ ଡ୍ରାଇଭିଂ ଟେଷ୍ଟ

ଭୁବନେଶ୍ୱର, କରୋନା ମହମାରୀ ପାଇଁ ବହୁତ ଦିନ ହେଲା ବନ୍ଦ ହୋଇଯାଇଛି ଡ୍ରାଇଭିଂ ଟେଷ୍ଟ । ତେବେ ପୁଣିଥରେ ସମସ୍ତ କରୋନା କଟକଣାକୁ ମାନି ଆରମ୍ଭ ହେବ ଡିଏଲ୍ ଓ ଏଲ୍‌ଏଲ୍ ଡ୍ରାଇଭିଂ ଟେଷ୍ଟ । ଏଥିପାଇଁ ଦୈନିକ ୨୦ଜଣଙ୍କର ଟେଷ୍ଟ କରାଯିବ । ଏନେଇ ପରିବହନ କମିଶନରଙ୍କୁ ଚିଠି ଲେଖିଛି ପରିବହନ ବିଭାଗ ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ।

ଅନ୍ୟମାନଙ୍କୁ ଜଣାନ୍ତୁ।