୧. ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ରାଜ୍ୟ ବାହାର ଭକ୍ତଙ୍କ ପାଇଁ RTPCR ନେଗେଟିଭ ରିପୋର୍ଟ ନଚେତ ୨ ପର୍ଯ୍ୟାୟଟିକା ନେଇଥିବା ବାଧ୍ୟତାମୂଳକ ।
୨. ଏଣିକି ପ୍ରତି ଶନିବାର ଓ ରବିବାର ବନ୍ଦ ରହିବ ଶ୍ରୀମନ୍ଦିର । ୨୪ରୁ ଲାଗୁ ହେବ କଟକଣା ।
୩. ଆଜି ରାଜ୍ୟରୁ ୩୧୦୮ କରୋନା ପଜିଟିଭ ଚିହ୍ନଟ ଏବଂ ୩ ମୃତ ।
୪. କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦରକୁ ତେଲେଙ୍ଗାନାରୁୁ ଧରିଲା କମିଶନରେଟ ପୋଲିସ । ଅଧିକ ପଚରାଉଚରା ପାଇଁ ରିମାଣ୍ଡରେ ଯିବ ହାଇଦର ।
୫. ଆଜି ଓଡିଶା ଆସିବ ୩ ଲକ୍ଷ କୋଭିସିଲ୍ଡ ଟିକା ।
୬. ମେ ୧୫ ଯାଏ ବନ୍ଦ ରହିବ ସମସ୍ତ ଐତିହସ୍ଥଳୀ ।
୭. ୫୦% କ୍ଷମତାରେ ଚାଲିବ ରାଜ୍ୟର ସବୁ ସରକାରୀ ଅଫିସ୍ । ଏପ୍ରିଲ୍ ୧୯ ତାରିଖରୁ ଲାଗୁ ହେବ ନିୟମ।
୮. ୭ ଦିନିଆ ଲକଡାଉନ ଘୋଷଣା ହେଲା ସୁନ୍ଦରଗଡ଼ର ବାଲିସଂକରା ପଞ୍ଚାୟତ ।
୯. ମାହାଙ୍ଗା ଥାନା ରାହାଣିଆ ପଞ୍ଚାୟତର ଏକ କୂଅରୁ ଜ୍ୟୋତିପ୍ରିୟା ନାୟକ ନାମକ ଜନୈକା ୨୧ ବର୍ଷୀୟ ଯୁବତୀଙ୍କ ଶବ ଉଦ୍ଧାର ।
୧୦. ଆସନ୍ତା ଦୁଇ ଦିନ ପରେ ବଢ଼ିବ ତାତି । ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
ତୁଟିଲାନି ବିବାଦ: ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ସହ ବନ୍ଦ ଏକ ନମ୍ବର ହାଟସୁନ୍ଦରଗଡ଼ ପରେ ପୁରୀ ଜିଲ୍ଲାରେ ସ୍କ୍ରବଟାଇଫସକୁ ନେଇ ଚିନ୍ତା, ୧୨୦ ପଜିଟିଭଆଜିଠୁ ଓ୍ବାର୍ମଅପ୍ ମ୍ୟାଚ୍, ବିଶ୍ୱକପ୍ ନେଇ କାଉଣ୍ଟଡାଉନ୍ଭୁବନେଶ୍ୱର ପରେ ପୁଣି ବାରିପଦାରେ ଶିଶୁ ବଦଳ ଅଭିଯୋଗ, DNA ଟେଷ୍ଟ ପାଇଁ ଦାବିପ୍ରକାଶ ପାଇବ ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ରାୟଦାନା ବାନ୍ଧୁଛି ଲଘୁଚାପ, ୩୦ ରୁ ପ୍ରବଳ ବର୍ଷା ଚିନ୍ତାରେ ଆମେରିକା, ଉ. କୋରିଆର ପରମାଣୁ ଶକ୍ତି ବୃଦ୍ଧିରାଜ୍ୟର ୧୫ ଜିଲ୍ଲା ଭୂକମ୍ପପ୍ରବଣ, ସୂଚନା ଦେଲେ ମନ୍ତ୍ରୀ ବିଧାନସଭାରେ ବାଚସ୍ପତିଙ୍କୁ ଫିଙ୍ଗିଲେ ଡାଲି, ନିଲମ୍ବିତ ହେଲେ ଦୁଇ ବିଜେପି ବିଧାୟକଶେଷ ନିଶ୍ବାସ ତ୍ୟାଗ କଲେ ଅଭିନେତା ମିଚେଲ୍ ଗାମ୍ବେନ୍