You are currently viewing ବସ ବାଇକ ମୁହାଁମୁହିିଁ ଧକ୍କା,୩ ମୃତ

ବସ ବାଇକ ମୁହାଁମୁହିିଁ ଧକ୍କା,୩ ମୃତ

  • Post category:ଓଡିଶା
  • Reading time:1 mins read

ଧର୍ମଗଡ, ବସ ବାଇକ ମୁହାଁମୁହିିଁ ଧକ୍କା ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ରହିଛି ଜଣେ ୫ ବର୍ଷର ଶିଶୁ କନ୍ୟା । ମୃତକଙ୍କ ପରିଚୟ ଏଯାବତ୍ ମିଳିନଥିବା ବେଳେ ଦୁର୍ଘଟଣା ଘଟାଇଥିବା ବସଟିକୁ ପୋଲିସ ଜବତ କରି ତଦନ୍ତ ଜାରି ରଖିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।