ଲାଞ୍ଚ ନେବା ବେଳେ ଧରାପଡିଲେ କନେଷ୍ଟେବଳ

୮ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ କମିଶନରେଟ୍‌ ପୁଲିସ୍‌ରେ କାର୍ଯ୍ୟରତ ଜଣେ କନଷ୍ଟେବଲ୍। ତାଙ୍କ ନାଁ ସୁରେଶ  ଦାସ। ସେ କମିଶନରେଟ୍ ପୁଲିସର ଆକାଉଣ୍ଟସ୍‌ ସେକ୍ସନରେ କାମ କରୁଥିଲେ। ସେ ଜଣେ ପୁଲିସ୍‌ କର୍ମଚାରୀଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି । ସୂଚନାଅନୁସାରେ, ଏରିଅର ଟଙ୍କା କରାଇ ଦେବା ପାଇଁ ଲାଞ୍ଚ ମାଗୁଥିବା ଅଭିଯୋଗ ।

Leave A Reply

Your email address will not be published.