You are currently viewing ଆଜି ରାଜ୍ୟରୁ ୩,୩୧୯ କରୋନା ପଜିଟିଭ ଚିହ୍ନଟ ଏବଂ ୩୫୭୮ ସୁସ୍ଥ

ଆଜି ରାଜ୍ୟରୁ ୩,୩୧୯ କରୋନା ପଜିଟିଭ ଚିହ୍ନଟ ଏବଂ ୩୫୭୮ ସୁସ୍ଥ

ଭୁବନେଶ୍ୱର-୨୮.୦୬.୨୦୨୧, ଆଜି ରାଜ୍ୟରୁ ୩ ହଜାର ୩୧୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୧୮୯୬ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୧୪୨୩ ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୯ ଲକ୍ଷ ୩ ହଜାର ୭୮୯, ସୁସ୍ଥ ସଂଖ୍ୟା- ୮ ଲକ୍ଷ ୬୭ ହଜାର ୪୦୨ , ସମୁଦାୟ ସକ୍ରିୟ ସଂଖ୍ୟା ୩୨ ହଜାର ୪୦୪ , ନୂଆ କରି କରୋନାରୁ ସୁସ୍ଥ ହୋଇଛନ୍ତି ୩୫୭୮ । ଆଜି କଟକ ଜିଲ୍ଲାରୁ ସର୍ବାଧିକ ୫୬୬ ଆକ୍ରାନ୍ତ ଚିହ୍ନଟ ।

ଅନ୍ୟମାନଙ୍କୁ ଜଣାନ୍ତୁ।