You are currently viewing ଡିସେମ୍ବରରୁ ଆରମ୍ଭ ଇକୋରିଟ୍ରିଟ ଫେଷ୍ଟିଭାଲ

ଡିସେମ୍ବରରୁ ଆରମ୍ଭ ଇକୋରିଟ୍ରିଟ ଫେଷ୍ଟିଭାଲ

କୋଣାର୍କ, ରାମଚଣ୍ଡୀର କୁଶଭଦ୍ରା ମୁହାଣ ନିକଟରେ ଆରମ୍ଭ ହେବାକୁ ଯାଉଛି ଇକୋରିଟ୍ରିଟ ଫେଷ୍ଟିଭାଲ । ଏହି ଫେଷ୍ଟିଭାଲ ଡିସେମ୍ବରରୁ ଆରମ୍ଭ ହୋଇ ୩ମାସ ପର୍ଯ୍ୟନ୍ତ ଚାଲିବ । ଏଥିନିମନ୍ତେ ପ୍ରସ୍ତୁତି ଆରମ୍ଭ କରିସାରିଛି ରାଜ୍ୟ ପର୍ଯ୍ୟଟନ ବିଭାଗ । କରୋନା ପ୍ରକୋପ କମିନଥିବାରୁ ସରକାରଙ୍କ ସମସ୍ତ ଗାଇଡ଼ଲାଇନକୁ ମାନି ଏହି ଫେଷ୍ଟିଭାଲ ପାଳନ କରାଯିବ ଏବଂ ବାହାର ଲୋକଙ୍କ ପ୍ରବେଶ ବାରଣ କରାଯିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।