You are currently viewing ବାର ଆସୋସିଏସନ ନିର୍ବାଚନ

ବାର ଆସୋସିଏସନ ନିର୍ବାଚନ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର, ଆଜି ରାଜ୍ୟର ବିଭିନ୍ନ ବାର ଆସୋସିଏସନରେ ମତଦାନ । ବିଭିନ୍ନ ଜିଲ୍ଲାରେ ଥିବା ଓକିଲ ସଂଘ ଆଜି ନିଜର ନେତା ବାଛିବେ । ତେବେ ନିର୍ବାଚନ ସମୟରେ ଯେପରି ଗହଳି ନ ହୁଏ ଏଥିପ୍ରତି ଦୃଷ୍ଟି ଦେବାକୁ ସମସ୍ତ ଜିଲ୍ଲାପାଳ, ଏସପି ଏବଂ ଟ୍ୱିନିସିଟି କମିଶନରଙ୍କୁ ନିର୍ଦ୍ଦେଶ ଜାରି ହୋଇଛି। ରାଜ୍ୟରେ କରୋନା ଗ୍ରାଫ ଉପର ମୁହାଁ ହେଉଥିବାରୁ କରୋନା କଟକଣାକୁ ମାନିବାକୁୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।