You are currently viewing ଜାତୀୟ ପ୍ରେସ୍ ଦିବସ ଉପଲକ୍ଷେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଅଭିଦନ୍ଦନ ଓ ଶୁଭେଚ୍ଛା

ଜାତୀୟ ପ୍ରେସ୍ ଦିବସ ଉପଲକ୍ଷେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଅଭିଦନ୍ଦନ ଓ ଶୁଭେଚ୍ଛା

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର (ଏଏନଏସବ୍ୟୁରୋ)୧୬/୧୧: ଜାତୀୟ ପ୍ରେସ୍ ଦିବସ ଉପଲକ୍ଷେ ଦେଶରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ଓ ସମସ୍ତ ମିଡିଆ ହାଉସର ଅଗଣିତ କର୍ମକର୍ତ୍ତାଙ୍କୁ ଓଡିଶା ଡିଜିଟାଲ ମିଡିଆ ଆସୋସିଏସନ ତରଫରୁ ଅନେକ ଅନେକ ଅଭିନ୍ଦନ ଓ ଶୁଭେଚ୍ଛା । ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ବନ୍ଧୁ ମାନେ ଜନସାଧାରଣଙ୍କ ଗଣମାଧ୍ୟମ ଉପରେ ଥିବା ଆସ୍ତାକୁ ଅତୁଟ ରଖିବା ପାଇଁ ଆଜିର ଦିନରେ ଆସନ୍ତୁ ଆମେ ସମସ୍ତେ ଶପଥ କରିବା । ଗଣ,ଗଣତନ୍ତ୍ର,ଓ ଗଣମାଧ୍ୟମ ନିଜ ନିଜର ଲକ୍ଷ୍ମଣ ରେଖା ଭିତରେ ରହି କାର୍ଯ୍ୟ କଲେ ପୃଥିବୀର ସର୍ବ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତର ସୁନାମ ଓ ଗଣତନ୍ତ୍ର ଅକ୍ଷୁର୍ଣ୍ଣ ହୋଇପାରିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।