You are currently viewing ୮ ଜିଲ୍ଲାରେ କୁଆପଥର ବର୍ଷା ସମ୍ଭାବନା

୮ ଜିଲ୍ଲାରେ କୁଆପଥର ବର୍ଷା ସମ୍ଭାବନା

ଭୁବନେଶ୍ୱର, ରାଜ୍ୟର ୮ ଜିଲ୍ଲାରେ କୁଆପଥର ବର୍ଷା ସମ୍ଭାବନା ରହିଛି । ଜିଲ୍ଲାଗୁଡିକ ହେଲା – ଗଞ୍ଜାମ, ଗଜପତି, ନବରଙ୍ଗପୁର, କନ୍ଧମାଳ, ନୂଆପଡା, କଳାହାଣ୍ଡି, ରାୟଗଡା ଓ କୋରାପୁଟ । ଏହି ଜିଲ୍ଲାଗୁଡିକ ପାଇଁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମିଳିଥିବା ସୂଚନା ଅନୁସାରେ କୁଆପଥର ବର୍ଷା ସମ୍ଭାବନା ସହ ପବନ ବହିବାର ସମ୍ଭାବନା ମଧ୍ୟ ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।