କୋରାପୁଟରେ ଉଦଘାଟିତ କୋଭିଡ ସେଣ୍ଟର

ସାରା ରାଜ୍ୟରେ କରୋନା ମହାମାରୀ ବଢି ଚାଲିଛି । ଏହାରି ମଧ୍ୟରେ କୋରାପୁଟ ଅନ୍ୱେଷା କେନ୍ଦ୍ରରେ କୋଭିଡ ସେଣ୍ଟର ଉଦଘାଟିତ ହୋଇଯାଇଛି । ୭୦ ଶଯ୍ୟା ବିଶିଷ୍ଟ କୋଭିଡ ସେଣ୍ଟରର ଉଦଘାଟନ କରିଛନ୍ତି ଜିଲ୍ଲାପାଳ ।

Leave A Reply

Your email address will not be published.