କରୋନାରେ ଚାଲିଗଲେ କୋରାପୁଟ ଆଇଆଇସି Post published:October 1, 2020 Post category:ଓଡିଶା Reading time:1 mins read କୋରାପୁଟ, କୋରାପୁଟ ଟାଉନ ଥାନା ଆଇଆଇସି ପୀତବାସ ଧାରୁଆଙ୍କର କରୋନାରେ ମୃତ୍ୟୁ ହୋଇଛି। ସେ ରାଜଧାନୀର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କ ମୃତ୍ୟୁରେ କୋରାପୁଟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଅନ୍ୟମାନଙ୍କୁ ଜଣାନ୍ତୁ। You Might Also Like କମିଲା ଧବଳେଶ୍ୱର ଝୁଲାପୋଲ କ୍ଷମତା October 31, 2022 କୂଅରେ ପଡିଲା ଦନ୍ତାହାତୀ , ଜେସିବି ସାହାଯ୍ୟରେ ଉଦ୍ଧାର କଲା ବନ ବିଭାଗ October 8, 2021 ଅର୍ଚ୍ଚନା ନାଗ ମାମଲା: ବ୍ୟବସାୟୀଙ୍କ ଠାରୁ ତଥ୍ୟ ହାତେଇଲା ଇଡି December 18, 2022 ‘ସୁଜଳ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ October 13, 2020