କରୋନାରେ ଚାଲିଗଲେ କୋରାପୁଟ ଆଇଆଇସି


କୋରାପୁଟ, କୋରାପୁଟ ଟାଉନ ଥାନା ଆଇଆଇସି ପୀତବାସ ଧାରୁଆଙ୍କର କରୋନାରେ ମୃତ୍ୟୁ ହୋଇଛି। ସେ ରାଜଧାନୀର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କ ମୃତ୍ୟୁରେ କୋରାପୁଟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.