You are currently viewing ରାଜଧାନୀରେ ମାତିଛନ୍ତି ଲେଡି ଲୁଟେରା

ରାଜଧାନୀରେ ମାତିଛନ୍ତି ଲେଡି ଲୁଟେରା

ଭୁବନେଶ୍ୱର(ଏଏନଏସ) ୧୭/୧୨: ରାଜଧାନୀରେ ମାତିଛନ୍ତି ଲେଡି ପକେଟ୍ ମାର ଗ୍ୟାଙ୍ଗ୍।  ରସୁଲଗଡ ଅଞ୍ଚଳରେ ଏହି ଗ୍ୟାଙ୍ଗର କିଛି ସଦସ୍ୟ ଜଣେ ଯାତ୍ରୀଙ୍କ ବ୍ୟାଗରୁ ଲୁଟ୍ କରିବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ଘେରି ଯାଇ ଏହି ଗ୍ୟାଙ୍ଗର ଜଣଙ୍କୁ କାବୁ କରିନେଇଥିଲେ । ଏହାପରେ ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଯେଉଁ ଯୁବତୀଙ୍କ ପର୍ସ ଚୋରି କରିବାକୁ ଉଦ୍ୟମ କରୁଥିଲା ସେହି ଯୁବତୀ ଜଣଙ୍କ ତାଙ୍କୁ ନିର୍ଦ୍ଧୁମ ମାଡ ମଧ୍ୟ ମାରିଛନ୍ତି । ଏନେଇ ଅଭିଯୋଗ ହେବା ପରେ ସହିଦନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜଣେ ନାବାଳିକା ସଦସ୍ୟକୁ ଗିରଫ କରିଛି । ଏହାସହ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ଅନ୍ୟମାନଙ୍କୁ ଜଣାନ୍ତୁ।