You are currently viewing ମ୍ୟୁନିସିପାଲ ନିର୍ବାଚନ ବିଜେଡି ପ୍ରାର୍ଥୀମାନେ ଆଗୁଆ

ମ୍ୟୁନିସିପାଲ ନିର୍ବାଚନ ବିଜେଡି ପ୍ରାର୍ଥୀମାନେ ଆଗୁଆ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନ୍‌ଏସ)୨୬/୦୩, ଆଜି ସକାଳ ୮ଟାରୁ ରାଜ୍ୟରେ ସରିଥିବା ମ୍ୟୁନିସିପାଲଟି ନିର୍ବାଚନର ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରତ୍ୟେକ ଗଣତି କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ମିଳିଥିବା ପ୍ରାରମ୍ଭିକ ସୂଚନା ଅନୁସାରେ ବିଜେଡି ପ୍ରାର୍ଥୀମାନେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ମାନଙ୍କ ଠାରୁ ପ୍ରଥମ ରାଉଣ୍ଡ ଗଣତି ଶେଷ ସୁଧା ଆଗରେ ଅଛନ୍ତି । ବିଜେଡିର କଟକ ମେୟର ପ୍ରାର୍ଥୀ ସୁବାସ ସିଂ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ଶ୍ରୀତମ ଦାସଙ୍କ ଠାରୁ ଆଗୁଆ ରହିଥିବାର ସୂଚନା ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।