You are currently viewing ନବବଧୁକୁ  ତଣ୍ଟି ଚିପି ହତ୍ୟା

ନବବଧୁକୁ ତଣ୍ଟି ଚିପି ହତ୍ୟା

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର (ଏ ଏନ୍ ଏସ)୦୯/୦୩, ଭୁବନେଶ୍ୱର ଜଳିପାଟଣା ଗ୍ରାମରେ ନବ ବଧୂଙ୍କୁ ତଣ୍ଟି ଚିପି ହତ୍ୟା ଅଭିଯୋଗ। ସ୍ୱାମୀ ଓ ଶ୍ୱଶୁର ଘର ଲୋକେ ମିଶି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର । ମୃତକ ହେଉଛନ୍ତି ଜଗତସିଂପୁର ଡ଼ିଆସାହିର ଲକ୍ଷ୍ମୀପ୍ରୟା ମହାନ୍ତି I ସେ ଜଲିପାଟଣାର ପ୍ରଭାତ ପରିଡ଼ାଙ୍କୁ ଗତ ୨ ବର୍ଷ ତଳେ ବିବାହ କରିଥିଲେ।

ଗତକାଲି ରାତିରେ କୌଣସି ଏକ କାରଣକୁ ନେଇ ଏହି କାଣ୍ଡ ଘିଟିଛି ବୋଲି ଜଣାପଡିଛି । ଏନେଇ ମଞ୍ଚେଶ୍ୱର ଥାନା ପୋଲିସର ଦ୍ୱାରସ୍ତ ହୋଇଛନ୍ତି ପରିବାର ଲୋକେ।

ଅନ୍ୟମାନଙ୍କୁ ଜଣାନ୍ତୁ।