You are currently viewing ମା’ଙ୍କ ପାଖରେ ପହଞ୍ଚିଲା ନୂଆଖାଇ ଧାନ

ମା’ଙ୍କ ପାଖରେ ପହଞ୍ଚିଲା ନୂଆଖାଇ ଧାନ

  • Post category:ଓଡିଶା
  • Reading time:1 mins read

ସମ୍ବଲପୁର – (ବ୍ୟୁରୋ ୨୭.୦୮.୨୦୨୨) : ନୂଆଖାଇ ପାଇଁ ମା ସମଲେଶ୍ୱରୀଙ୍କ ପାଖରେ ପହଞ୍ଚିଛି ନୂଆ ଧାନ । ପଶ୍ଚିମ ଓଡିଶାର ଗଣପର୍ବ ହେଉଛି ନୂଆଖାଇ । ତେବେ ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ପରମ୍ପରା ଅନୁଶାରେ ସରିଆ ଧାନ ସମ୍ବଲପୁର ଜିଲ୍ଲା ବଲବସପୁରରୁ ଆସିଛି । ତେବେ ଏହି ଧାନ ସମଲେଶ୍ୱରୀଙ୍କ ମୁଖ୍ୟ ପୁଜକଙ୍କ ଘରେ ପହଞ୍ଚିଛି । ଯାହା ନୂଆଖାଇ ଦିନ ମା’ଙ୍କ ପାଖରେ ଭୋଗ ଲଗା ଯିବ । ଏହା ପରେ ପଶ୍ଚିମ ଓଡିଶାବାସୀ ନୂଆ ଖାଇବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।