You are currently viewing ANS NEWS SUPERFAST2@10

ANS NEWS SUPERFAST2@10

  • Post category:ଓଡିଶା
  • Reading time:1 mins read

୧. ଆଜି ସାରା ଦେଶ ପାଳୁଛି ୭୬ ତମ ସ୍ୱାଧୀନତା ଦିବସ । ଲାଲକିଲ୍ଲାରେ ମୋଦି ଏବଂ ଭୁବନେଶ୍ୱରରେ ନବୀନ ପଟ୍ଟନାୟକ ଗ୍ରହଣ କଲେ ଅଭିବାଦନ ।
୨. ପୁରୀରେ ଅନୁଷ୍ଠିତ ହୋଇଯାଇଛି ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ । ମୁଖ୍ୟ ଅତିଥି ଭାବେ ନିରଞ୍ଜନ ପୂଜାରୀ ଯୋଗ ଦେଇ ଅଭିବାଦନ ଗ୍ରହଣ କରିଛନ୍ତି ।
୩.ପ୍ଲାନେଟ ସଲ୍ୟୁସନ ପାଳନ କଳା ୭୬ତମ ସ୍ୱାଧୀନତା ଦିବସ ।
୪. ଦୀର୍ଘ ୯ ଦିନପରେ ଭୁବନେଶ୍ୱରରେ ଦେଖାଗଲେ ସୂର୍ଯ୍ୟ ।
୫. ବଢୁଛି ହୀରାକୁଦ ଜଳଭଣ୍ଡାର । ବର୍ତ୍ତମାନ ସୁଦ୍ଧା ଖୋଲୁିଛି ହୀରାକୁଦର ୩୪ଟି ଗେଟ ।
୬. ମାଓ ପ୍ରବଣ ଅଞ୍ଚଳ ନିୟମଗିରିରେ ଉଡିଲା ତ୍ରିରଙ୍ଗା ।
୭. ୧୭ରୁ ପୁଣି ବର୍ଷା । ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ।
୮. ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଲା ମାଆ ଭଟ୍ଟାରିକାଙ୍କ ପୀଠ ।
୯. ତ୍ରିରଙ୍ଗାରେ ରଙ୍ଗାୟିତ ହେଲା ବ୍ଲାକ ପାଗୋଡା ।
୧୦. ଫୁଲୁଛି ମହାନଦୀ ଚିିନ୍ତାରେ ନଦୀ କୂଳିଆ ବାସିନ୍ଦା ।

ଅନ୍ୟମାନଙ୍କୁ ଜଣାନ୍ତୁ।