ଭୁବନେଶ୍ୱର, ସ୍ୱଚ୍ଛତା ସର୍ବେକ୍ଷଣ ୨୦୨୦ର ଫଳାଫଳ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି । ଏହି ପରୀକ୍ଷଣରେ ଦେଶରେ ୪ର୍ଥ ଥର ପାଇଁ ନମ୍ବର ୱାନ୍ ରେ ଅଛି ମଧ୍ୟପ୍ରଦେଶର ଇନ୍ଦୋର ସହର । ଏହି ପରୀକ୍ଷଣରେ ଓଡିଶାକୁ ମଧ୍ୟ ୨ଟି ଜାତୀୟ ପୁରସ୍କାର ମିଳିଛି । ଓଡିଶାକୁ ଦ୍ରୁତ ଅଗ୍ରଗତି ରାଜ୍ୟ ଭାବେ ପୁରସ୍କାର ମିଳିଛି । ଏହା ସହ ବ୍ରହ୍ମପୁର ମୁନସିପାଲ କର୍ପୋରେସନକୁ ପୁରସ୍କାର ଦିଆଯାଇଛି । ବେଷ୍ଟ ମିଡିୟମ ସିଟି ଇନୋଭେସନ ଆଣ୍ଡ ପ୍ରାକ୍ଟିସ୍ ପୁରସ୍କାର ଦିଆଯାଇଛି ।
ଗଞ୍ଜାମକୁ ଏକ ନମ୍ବର ଜିଲ୍ଲା କରିବା ପାଇଁ ସମସ୍ତେ ମିଶି କାମ କରିବା: ନବୀନ ପଟ୍ଟନାୟକଆମେରିକାର ମିସିସିପିରେ ଭୟଙ୍କର ଘୂର୍ଣ୍ଣିଝଡସଭାପତି ଭାବେ ନିର୍ବାଚିତ ହେଲେ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକରାଜଧାନୀରେ ଏନ୍କାଉଣ୍ଟରରୁକୁଣା ରଥଯାତ୍ରା ନେଇ ସମନ୍ୱୟ ବୈଠକ ଅନୁଷ୍ଠିତଆଜିଠାରୁ ଝଡ଼ବର୍ଷା ସମ୍ଭାବନାଜାପାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀଖୋଲିଲା ନକଲି ସାର୍ଟିଫିକେଟ ଗୁମରପରିବହନ ମନ୍ତ୍ରୀଙ୍କୁ ନବୀନଙ୍କ ଚିଠିରାଜଧାନୀରେ ଜନଜାତି ସୁରକ୍ଷା ମଞ୍ଚର ଶୋଭାଯାତ୍ରା