scooty

ବାଣୀବିହାର ରେଳ ଓଭର ବ୍ରିଜ ଉପରେ ମର୍ମନ୍ତୁଦ ଦୁର୍ଘଟଣା: ସ୍କୁଟି ଆରୋହୀଙ୍କୁ ଚାପିଦେଲା ଟ୍ରକ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ): ବାଣୀବିହାର ରେଳ ଓଭର ବ୍ରିଜ ଉପରେ ମର୍ମନ୍ତୁଦ ଦୁର୍ଘଟଣା। ସ୍କୁଟି ଆରୋହୀଙ୍କୁ ଚାପିଦେଲା ଟ୍ରକ। ଖବର ଅନୁଯାୟୀ ଆଜି ସକାଳେ ଜଣେ ସ୍କୁଟି ଚାଳକଙ୍କୁ ଧକ୍କା ଦେଇ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି। ଫଳରେ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଛି।

ଅନ୍ୟପଟେ ସହିଦନଗର ଓ ମଞ୍ଚେଶ୍ବର ଥାନା ପୋଲିସ ଫେରାର ଟ୍ରକ ଡ୍ରାଇଭରକୁ ଧରିବାକୁ ତନାଘନା ଜାରି ରଖିଛି। 

ଅନ୍ୟମାନଙ୍କୁ ଜଣାନ୍ତୁ।