You are currently viewing ଶେଷ ନିଦ୍ରାରେ ପଦ୍ମଶ୍ରୀ

ଶେଷ ନିଦ୍ରାରେ ପଦ୍ମଶ୍ରୀ

ଭୁବନେଶ୍ବର-09.05.2021, ବିଶିଷ୍ଠ ଶିଳ୍ପୀ ରାଜ୍ୟସଭା ସାଂସଦ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କର 79 ବର୍ଷ ବୟସରେ ପରଲୋକ ଘଟିଛି । କୋଭିଡରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିଲେ । 1943 ମାର୍ଚ୍ଚ 23ରେ ଜନ୍ମିତ ଏହି ଶିଳ୍ପୀଙ୍କ ଜନ୍ମ ପୁରୀ ପଥୁରିୟା ସାହିରେ । ।ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।