You are currently viewing ପ୍ରସିଦ୍ଧ ଅଁଳା ନବମୀ ପାଇଁ ସାକ୍ଷୀଗୋପାଳରେ ପୋଲିସର ସୁରକ୍ଷା ବ୍ୟବସ୍ଥା

ପ୍ରସିଦ୍ଧ ଅଁଳା ନବମୀ ପାଇଁ ସାକ୍ଷୀଗୋପାଳରେ ପୋଲିସର ସୁରକ୍ଷା ବ୍ୟବସ୍ଥା

  • Post category:ଓଡିଶା
  • Reading time:1 mins read

ପୁରୀ (୧.୧୦.୨୨) : ଚଳିତ ବର୍ଷ ସାକ୍ଷୀଗୋପାଳର ପ୍ରସିଦ୍ଧ ଅଁଳା ନବମୀ ଓ ରାଧପାଦ ଦର୍ଶନ ପାଇଁ ପୁଲିସ ବ୍ୟବସ୍ଥା ଚୁଡାନ୍ତ ହୋଇଛି। ଏଥିପାଇଁ 8 ଜଣ ଡି ଏସ୍ ପି, 15 ଜଣ ଇନ୍ସପେକ୍ଟର, 64 ଜଣ ଏସ ଆଇ ଓ ଏ ଏସ ଆଇ, 100 ଜଣ ହାବିଲଦାର କନେଷ୍ଟବଳ, 200 ଗୃହରକ୍ଷୀ ଓ 2 0 ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ସମସ୍ତ ପୁଲିସ ବ୍ୟବସ୍ଥା କୁ ଦୁଇଜଣ ଅତିରିକ୍ତ ଏସ ପି ତଦାରଖ କରିବେ । ଆଜି ପୂର୍ବାହ୍ନରେ ପୁରୀ ଏସ ପି ଡକ୍ଟର କନ୍ଵର୍ ବିଶାଲ ସିଂ ସାକ୍ଷୀଗୋପାଳ ଆସି ସମଗ୍ର ପୁଲିସ୍ ବ୍ୟବସ୍ଥା ର ତଦାରଖ କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।