ଭୁବନେଶ୍ୱର-୨୯.୦୪.୨୦୨୧, ରାଜ୍ୟରେ କୋରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି | ରାଜ୍ୟରେ କୋରୋନାର ମୁକାବିଲା ନେଇ ଆଜି ପୋଲିସ ଡିଜି ଅଭୟ ପ୍ରେସ୍ମିଟ କରିଛନ୍ତି । କୋଭିଡ କଟକଣାକୁ କଡାକଡି ଭାବେ ପାଳନ କରିବାକୁ ନିବେଦନ କରିଛନ୍ତି ଡିଜି ଅଭୟ | ଏହା ସହ ଭଲ ଭଲେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତ୍ୱ ପାଳନ କରିବାକୁ ଅପିଲ କରିଛନ୍ତି | ଏହା ବ୍ୟତୀତ ସେ କହିଛନ୍ତି ଯେ, ଅପରାଧ ନିୟନ୍ତ୍ରଣ ପୋଲିସର ମୁଖ୍ୟ କାମ, ଏଥିରେ ସନ୍ତୋଷ ମିଳେ । କିନ୍ତୁ ବର୍ତ୍ତମାନର ପରିସ୍ଥିତିରେ ଅମାନିଆଙ୍କୁ ଧରିବାରେ ସମୟ ଯାଉଛି ।
ଡିଜି ଅଭୟ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ, ଏପ୍ରିଲ ମାସରେ ମାସ୍କ ନ ପିନ୍ଧିଥିବାରୁ ଅମାନିଆଙ୍କ ଠାରୁ ୫.୨୪ କୋଟି ଫାଇନ ଆଦାୟ ହୋଇଛି । ଏହା ସହ ମାସ୍କ ଓ ସାମାଜିକ ଦୂରତା ପାଇଁ ୫ କୋଟି ୬୬ ଲକ୍ଷ ଫାଇନ ଆଦାୟ କରାଯାଇଛି । କୋଭିଡ କଟକଣା ଉଲଙ୍ଘନ ପାଇଁ ୪୧୮ ଗିରଫ ଏବଂ ୧୮ ହଜାରରୁ ଅଧିକ ଗାଡି ସିଜ କରାଯାଇଛି । ଏସବୁ କରିବା ପାଇଁ ଆମକୁ ଭଲ ଲାଗୁନଥିଲେ ମଧ୍ୟ ଆପଣମାନଙ୍କ ସୁରକ୍ଷା ପାଇଁ ଆମେ ଏହା କରିବାକୁ ବାଧ୍ୟ ହେଉଛୁ ବୋଲି କହିଛନ୍ତି ପୋଲିସ ଡିଜି |
ତୁଟିଲାନି ବିବାଦ: ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ସହ ବନ୍ଦ ଏକ ନମ୍ବର ହାଟସୁନ୍ଦରଗଡ଼ ପରେ ପୁରୀ ଜିଲ୍ଲାରେ ସ୍କ୍ରବଟାଇଫସକୁ ନେଇ ଚିନ୍ତା, ୧୨୦ ପଜିଟିଭଆଜିଠୁ ଓ୍ବାର୍ମଅପ୍ ମ୍ୟାଚ୍, ବିଶ୍ୱକପ୍ ନେଇ କାଉଣ୍ଟଡାଉନ୍ଭୁବନେଶ୍ୱର ପରେ ପୁଣି ବାରିପଦାରେ ଶିଶୁ ବଦଳ ଅଭିଯୋଗ, DNA ଟେଷ୍ଟ ପାଇଁ ଦାବିପ୍ରକାଶ ପାଇବ ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ରାୟଦାନା ବାନ୍ଧୁଛି ଲଘୁଚାପ, ୩୦ ରୁ ପ୍ରବଳ ବର୍ଷା ଚିନ୍ତାରେ ଆମେରିକା, ଉ. କୋରିଆର ପରମାଣୁ ଶକ୍ତି ବୃଦ୍ଧିରାଜ୍ୟର ୧୫ ଜିଲ୍ଲା ଭୂକମ୍ପପ୍ରବଣ, ସୂଚନା ଦେଲେ ମନ୍ତ୍ରୀ ବିଧାନସଭାରେ ବାଚସ୍ପତିଙ୍କୁ ଫିଙ୍ଗିଲେ ଡାଲି, ନିଲମ୍ବିତ ହେଲେ ଦୁଇ ବିଜେପି ବିଧାୟକଶେଷ ନିଶ୍ବାସ ତ୍ୟାଗ କଲେ ଅଭିନେତା ମିଚେଲ୍ ଗାମ୍ବେନ୍