You are currently viewing ପରୀ ପରିବାରକୁ ସୁରକ୍ଷା ଦିଅ

ପରୀ ପରିବାରକୁ ସୁରକ୍ଷା ଦିଅ

ବହୁ ଚର୍ଚ୍ଚିତ ନୟାଗଡର ଶିଶୁ କନ୍ୟା ପରୀ ମୃତ୍ୟୁକୁ ନେଇ ସାରା ରାଜ୍ୟରେ କମ୍ପନ ସୃଷ୍ଟି ହୋଇଥିବା ବେଳେ ଆଜି ଓଡିଶା ଉଚ୍ଚନାୟାଳୟ ପରୀ ପରିବାରକୁ ସୁରକ୍ଷା ଯୋଗାଇଦେବା ପାଇଁ ନୟାଗଡ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ଅପଡେଟ ଷ୍ଟାଟସ ରିପୋର୍ଟ ଦେବା ପାଇଁ ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ପରବର୍ତ୍ତୀ ଶୁଣାଣି ଚଳିତ ମାସ ୧୬ ତାରିଖରୁ ଧାର୍ଯ୍ୟ କରିଥିବା ଜଣାପଡିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।