You are currently viewing ରଣପୁର ବାର ଆସୋସିଏସନ ନିର୍ବାଚନ ଶେଷ

ରଣପୁର ବାର ଆସୋସିଏସନ ନିର୍ବାଚନ ଶେଷ

ନୟାଗଡ, ରଣପୁର ବାର ଆସୋସିଏସନ ନିର୍ବାଚନ ଶେଷ ହୋଇଛି । ଆଜି ସାରା ରାଜ୍ୟରେ ଥିବା ବାର ଆସୋସିଏସନ ଗୁଡିକର ନିର୍ବାଚନ ସକାଳ ୮ରୁ ଆରମ୍ଭ ହୋଇ ୩ ଟାରେ ଶେଷ ହୋଇଥିଲା । ନୟାଗଡ଼ ଜିଲ୍ଲା ରଣପୁର ବାର ନିର୍ବାଚନରେ ସୂର୍ଯ୍ୟକାନ୍ତ ମହାପାତ୍ର ସଭାପତି ଭାବେ ନିର୍ବାଚିତ ହୋଇଥିବାର ଜଣା ପଡ଼ିଛି । ଏହି ନିର୍ବାଚନକୁ ପରିଚାଳନା କରିଥିଲେ ଆଡ଼ଭୋକେଟ ଗିରିଜା ଶଙ୍କର ସାମନ୍ତରାୟ। ବାର ବରିଷ୍ଠ ସଭ୍ୟ ରମା କାନ୍ତ ମିଶ ,ଗିରିଜା କାନ୍ତ ମହାପାତ୍ର ,ବସନ୍ତ କୁମାର ରାୟ ଓ ନିରଞ୍ଜନ ପଲେଇ ପ୍ରମୁଖ ଆଡ଼ଭୋକେଟ ମାନେ ନିର୍ବାଚନ ପରିଚାଳନା ବେଳେ ବାର ପରିସରରେ ଉପସ୍ଥିତ ଥିଲେ।

ଅନ୍ୟମାନଙ୍କୁ ଜଣାନ୍ତୁ।