You are currently viewing ଏସଟିଏଫ୍ ଜାଲରେ ବ୍ରାଉନସୁଗାର ବେପାରୀ

ଏସଟିଏଫ୍ ଜାଲରେ ବ୍ରାଉନସୁଗାର ବେପାରୀ

ଢେଙ୍କାନାଳ(ଏଏନଏସ)୨୧/୧୨: ଏସ୍‌ଟିଏଫ୍ ହାତରେ ଦୁଇ ଜଣ ବ୍ରାଉନସୁଗର ବେପାରୀ। ଏକ କେଜି ୯୦ ଗ୍ରାମ୍ ବ୍ରାଉନସୁଗର ଜବତ ହୋଇଛି। ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ। ୨ ଅଭିଯୁକ୍ତ ହେଲେ ରାକେଶ କୁମାର ସାହୁ ଓ ସନ୍ତୋଷ କୁମାର ସାହୁ ।   ସୂଚନା ଅନୁଯାୟୀ  ଢେଙ୍କାନାଳ ଜିଲ୍ଲା ଘାଟିପିରି ଗାଁ ରାସ୍ତା କଡରେ ଡିଲ୍ କରୁଥିବା ବେଳେ ଏସ୍‌ଟିଏଫ୍ ଟିମ ଚଢାଉ କରି  ବ୍ରାଉନ ସୁଗାର ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।