You are currently viewing ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା କାର୍ଯ୍ୟ ସୂଚୀ

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା କାର୍ଯ୍ୟ ସୂଚୀ

ଭୁବନେଶ୍ବର, ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା କାର୍ଯ୍ୟ ସୂଚୀ । ମେ 3ରୁ ଆରମ୍ଭ ହେବ ଏହି ପରୀକ୍ଷା । ମେ ମାସ 15 ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ । ସକାଳ 8 ରୁ 10 ପର୍ଯ୍ୟନ୍ତ ହେବ ପରୀକ୍ଷା ।

ଅନ୍ୟମାନଙ୍କୁ ଜଣାନ୍ତୁ।