You are currently viewing ଓଡିଶା ପ୍ରଭାରୀଙ୍କ ଉପସ୍ଥିତି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବୈଠକ

ଓଡିଶା ପ୍ରଭାରୀଙ୍କ ଉପସ୍ଥିତି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବୈଠକ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର, ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଓଡିଶା ଗସ୍ତର ତୃତୀୟ ଦିନରେ ବିଜେପିପ୍ରଭାରୀ ଶ୍ରୀମତୀ ଡି ପୁରନ୍ଦେଶ୍ୱରୀଙ୍କ ଉପସ୍ଥିତିରେ ଏକ ବୈଠକ ହୋଇଥିଲା |ରାଜ୍ୟର ବିଭିନ୍ନ ପ୍ରସଙ୍ଗ ସହ ଦଳୀୟ ସଂଗଠନ ବିଷୟରେ ବିସ୍ତୃତ ଆଲୋଚନା ହୋଇଛି |ତୃଣ ମୂଳ ସ୍ତରରୁ ସଂଗଠନ ସଜାଡ଼ିବାକୁ ଖସଡ଼ା ପ୍ରସ୍ତୁତ ହେବା ସହ ବୁଥ ସ୍ତରରୁ ସଂଗଠନ ସୁଦୃଢ କରିବାକୁ ପୁରନ୍ଦେଶ୍ୱରୀ ଦଳୀୟ କର୍ମକର୍ତ୍ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି |୨୫ ଜଣଙ୍କୁ ନେଇ ବୁଥ ସ୍ତରୀୟ କମିଟି ଗଠନ କରିବାକୁ ପରାମର୍ଶ ଦେଇଛନ୍ତି |

ଅନ୍ୟମାନଙ୍କୁ ଜଣାନ୍ତୁ।