You are currently viewing ଟ୍ରେନ ଧକ୍କାରେ ୩ ଶ୍ରମିକ ମୃତ

ଟ୍ରେନ ଧକ୍କାରେ ୩ ଶ୍ରମିକ ମୃତ

  • Post category:ଓଡିଶା
  • Reading time:1 mins read


ବ୍ରହ୍ମପୁର,୩୦/୦୮: ଟ୍ରେନ ଧକ୍କାରେ ୩ ଶ୍ରମିକଙ୍କ ମୃତ୍ୟୁ । ଲେବଲ କ୍ରସିଂ ପାର ବେଳେ ଏପରି ଅଘଟଣ ଘଟିଛି । ଏପରି ଘଟଣା ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ଲେବଲ କ୍ରସିଂ ନିକଟରେ ଏହି ଘଟଣା ଘଟିଛି । ତେବେ ମୃତକ ମାନଙ୍କ ପରିଚୟ ମିଳିପାରି ନାହିଁ । ଏହି ଦୁର୍ଘଟଣାରେ ୪ ଜଣ ବ୍ୟକ୍ତି ଅଳ୍ପକେ ବର୍ତ୍ତିଯାଇଛନ୍ତି ।ସୂଚନା ଅନୁଯାୟୀ ରାତି ପ୍ରାୟ ୧୧ ଟାରୁ ୧୨ ମଧ୍ୟରେ ରେଳ ଲାଇନ ପାର ହେଉଥିବା ବେଳେ ବାଶାଖା-ଟାଟାଗର ଏକ୍ସପ୍ରେସ ଧକ୍କା ଦେଇଥିବା ଅନୁମାନ କରାଯାଉଛି । ବ୍ରହ୍ମପୁର ରେଲୱେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ୩ଟି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।