vigilance-raid

ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ସବ୍-ରେଜିଷ୍ଟ୍ରରଙ୍କ ଘରେ ଭିଜିଲାନ୍ସ ରେଡ 

  • Post category:ଓଡିଶା
  • Reading time:1 mins read

ଏଏନଏସ: ଭିଜିଲାନ୍ସ ଜାଲରେ ସବ୍-ରେଜିଷ୍ଟ୍ରର । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ନୟାଗଡ଼ ସବ୍ ରେଜିଷ୍ଟ୍ରର ଶାଶ୍ୱତ୍ କୁମାର ପଟ୍ଟନାୟକଙ୍କ ଘରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ। ଏହି ଚଢ଼ାଉରେ ୮ଜଣ ଡିଏସପି, ୬ଜଣ ଇନ୍ସିପେକ୍ଟର ଏବଂ ଅନ୍ୟ ଅଧିକାରୀମାନେ ସାମିଲ ହୋଇଛନ୍ତି । ସବ୍ ରେଜିଷ୍ଟ୍ରରଙ୍କ ନୟାଗଡ଼ ଓ କେନ୍ଦ୍ରାପଡ଼ା ସମେତ ଏକକାଳୀନ ୬ଟି ସ୍ଥାନରେ ରେଡ଼ ଚାଲିଛି । କେନ୍ଦ୍ରାପଡ଼ା ସ୍ଥିତ ପୈତୃକ ଘର ଓ ସମ୍ପର୍କୀୟଙ୍କ ଘରେ ରେଡ କରୁଛି ଭିଜିଲାନ୍ସ । ସେହିପରି ନୟାଗଡ଼ ସ୍ଥିତ ଭଡ଼ାଘର ଓ ଅଫିସରେ ଭିଜିଲାନ୍ସ ଯାଞ୍ଚ ଜାରି ରହିଛି ।

 

ଅନ୍ୟମାନଙ୍କୁ ଜଣାନ୍ତୁ।