କଟକ, ଅଗଷ୍ଟ ୩୧ପରଠାରୁ ଅନଲକ୍ ୪.୦ ଗାଇଡ଼ଳାଇନ ଲାଗୁ ହୋଇଛି । ଏହାରି ମଧ୍ୟରେ ଚଳିତ ମାସରେ ପ୍ରତ୍ୟେକ ଶନିବାର ଓଡ଼ିଶା ହାଇକୋର୍ଟ ବନ୍ଦ ରହିବ ବୋଲି ସୂଚନା ମିଳିଛି । ଓଡ଼ିଶା ହାଇକୋର୍ଟ , ଏହି ସମ୍ପର୍କିତ କାର୍ଯ୍ୟାଳୟ, ନିମ୍ନ ଅଦାଲତ ଓ ଅଫିସ ଗୁଡ଼ିକ ମଧ୍ୟ ବନ୍ଦ ରହି ବୋଲି ସୂଚନା ମିଳିଛି । ଏନେଇ ହାଇକୋର୍ଟ ରେଜିଷ୍ଟାର ଜେନେରାଲଙ୍କ ପକ୍ଷରୁ ସୂଚନା ମିଳିଛି ।
ଚଳିତ ମାସରେ ପ୍ରତ୍ୟେକ ଶନିବାର ଓଡ଼ିଶା ହାଇକୋର୍ଟ ବନ୍ଦ ରହିବ
- Post published:September 5, 2020
- Post category:ଓଡିଶା
- Reading time:1 mins read