ତିର୍ତ୍ତୋଲ ପୂର୍ବତନ ବିଧାୟକଙ୍କ ପରଲୋକ Post published:September 5, 2020 Post category:ଓଡିଶା / ତାଜା ଖବର Reading time:1 mins read ଜଗତସିଂପୁର, ତିର୍ତ୍ତୋଲର ପୂର୍ବତନ ବିଧାୟକ ରବୀନ୍ଦ୍ର ନାଥ ଭୋଇଙ୍କ ପରଲୋକ ଘଟିଛି । ଚିକିତ୍ସାଧୀନ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୪ବର୍ଷ ବର୍ଷ ହୋଇଥିଲା । ସେ ୨୦୦୯ ରୁ ୨୦୧୪ ଯାଏ ତିର୍ତ୍ତୋଲର ବିଧାୟକ ରହିଆସିଥିଲେ। ଅନ୍ୟମାନଙ୍କୁ ଜଣାନ୍ତୁ। You Might Also Like ଗୁଣ୍ଡିଚା ମନ୍ଦିରରୁ ଆରମ୍ଭ ହେଲା ରଥଟଣା July 20, 2021 ଏଥର ବି ବୋଲବମ ଯାତ୍ରା ମନା July 13, 2021 ଇସ୍ତଫା ଦେଲେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ April 5, 2021 ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳିମାଡ January 24, 2022