ରୁଷିଆରେ ହେଲିକପ୍ଟର ନିଖୋଜ, ୨୨ ଯାତ୍ରୀ ଥିବା ସୂଚନା

ରୁଷିଆରେ ହେଲିକପ୍ଟର ନିଖୋଜ। ରୁଷିଆର ଏକ ହେଲିକପ୍ଟର ଉଡ଼ାଣ ସମୟରେ ନିଖୋଜ ହୋଇଯାଇଛି।

Continue Readingରୁଷିଆରେ ହେଲିକପ୍ଟର ନିଖୋଜ, ୨୨ ଯାତ୍ରୀ ଥିବା ସୂଚନା

ଗିରଫ ହେଲେ ବାଲେଶ୍ୱର ଡିଇଓ ଅଫିସ୍‌ର : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ

ଗିରଫ ହେଲେ କନିଷ୍ଠ କିରାଣି ପ୍ରଦୀପ ଦାସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ ।

Continue Readingଗିରଫ ହେଲେ ବାଲେଶ୍ୱର ଡିଇଓ ଅଫିସ୍‌ର : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ

ସୁପ୍ରିମକୋର୍ଟକୁ ପୁରିଲା ୭୫ ବର୍ଷ : ଡାକ ଷ୍ଟାମ୍ପ ଏବଂ ମୁଦ୍ରା ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

ଭାରତ ସୁପ୍ରିମକୋର୍ଟର ଜିଲ୍ଲା ନ୍ୟାୟପାଳିକାର ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଆଜି ଠାରୁ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଉଦଘାଟନୀ ସମାରୋହରେ ଯୋଗ ଦେଇଛନ୍ତି।

Continue Readingସୁପ୍ରିମକୋର୍ଟକୁ ପୁରିଲା ୭୫ ବର୍ଷ : ଡାକ ଷ୍ଟାମ୍ପ ଏବଂ ମୁଦ୍ରା ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

ଭିଜିଲାନ୍ସ ଜାଲରେ ଛତ୍ରପୁର ବିଇଓ : ୩ଟି ବିରାଟ କୋଠା ଠାବ ସହ ୬.୫ ଲକ୍ଷ ଟଙ୍କା ଜବତ

ବ୍ଲକ ଶିକ୍ଷା ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ। ଗଞ୍ଜାମ ଜିଲାର ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ସୀତାରାମ ପାତ୍ରଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ରେଡ କରାଯାଇଛି।

Continue Readingଭିଜିଲାନ୍ସ ଜାଲରେ ଛତ୍ରପୁର ବିଇଓ : ୩ଟି ବିରାଟ କୋଠା ଠାବ ସହ ୬.୫ ଲକ୍ଷ ଟଙ୍କା ଜବତ

ଚିକିଟି ବିଷାକ୍ତ ମଦ ଘଟଣା : ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ

ଚିକିଟି ବିଷାକ୍ତ ମଦ ଘଟଣାରେ ମୃତସଂଖ୍ୟା ୩କୁ ବୃଦ୍ଧି। ବ୍ରହ୍ମପୁର ବଡ଼ ମେଡିକାଲ ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଆଉ ଜଣଙ୍କର ମୃତ୍ୟୁ ଘଟିଛି।

Continue Readingଚିକିଟି ବିଷାକ୍ତ ମଦ ଘଟଣା : ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ

ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ କୃଷ୍ଣ ବଳରାମ ବେଶ 

  • Post category:ଓଡିଶା
  • Reading time:1 mins read

ଆଜି ଶନିବାର ଭାଦ୍ରବ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ  କୃଷ୍ଣ ବଳରାମ ବେଶ ଅନୁଷ୍ଠିତ ହେବ। ଏହି ବେଶରେ ଜଗନ୍ନାଥଙ୍କୁ କୃଷ୍ଣ  ଓ ଶ୍ରୀବଳଭଦ୍ରଙ୍କୁ ବଳରାମ ରୂପରେ ସୁସଜ୍ଜିତ କରାଯିବ।

Continue Readingଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ କୃଷ୍ଣ ବଳରାମ ବେଶ 

ଗୃହରେ ଛତୁଆ ପ୍ରସଙ୍ଗ : ପ୍ରଶ୍ନ ଉଠାଇଲେ ବିଧାୟିକା ସଞ୍ଜଳି ମୁର୍ମୁ

ଆଜି ବିଧାନସଭା ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନର ଦଶମ ଦିନ । ଗୃହରେ ଛତୁଆ ପ୍ରସଙ୍ଗରେ ପ୍ରଶ୍ନ ଉଠାଉଛନ୍ତି ବିଧାୟିକା ସଞ୍ଜଳି ମୁର୍ମୁ ।

Continue Readingଗୃହରେ ଛତୁଆ ପ୍ରସଙ୍ଗ : ପ୍ରଶ୍ନ ଉଠାଇଲେ ବିଧାୟିକା ସଞ୍ଜଳି ମୁର୍ମୁ

ରାଜ୍ୟ ସରକାରଙ୍କ ନୂଆ ଅବକାରୀ ନୀତି ପ୍ରଣୟନ : ୧ ତାରିଖରୁ ଲାଗୁ ହେବ ନିୟମ

ରାଜ୍ୟ ସରକାରଙ୍କ ନୂଆ ଅବକାରୀ ନୀତି ପ୍ରଣୟନ । ପରବର୍ତ୍ତୀ ସମୟ ପାଇଁ ସରକାର ନୂଆ ଅବକାରୀ ନୀତି ପ୍ରଣୟନ କରିଛନ୍ତି।

Continue Readingରାଜ୍ୟ ସରକାରଙ୍କ ନୂଆ ଅବକାରୀ ନୀତି ପ୍ରଣୟନ : ୧ ତାରିଖରୁ ଲାଗୁ ହେବ ନିୟମ

ଶିବାଜୀଙ୍କ ପ୍ରତିମୂର୍ତ୍ତି ଭୁଶୁଡିବା ଘଟଣା : ମୁଣ୍ଡ ନୁଆଇଁ କ୍ଷମା ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ

ମହାରାଷ୍ଟ୍ରରେ ଛତ୍ରପତି ଶିବାଜୀଙ୍କ ପ୍ରତିମୂର୍ତ୍ତି ଭୁଶୁଡିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାକୁ ନେଇ ଆଜି ପ୍ରଧାନମନ୍ତ୍ରୀ ମୋଦୀ ମୁଣ୍ଡ ନୁଆଇଁ କ୍ଷମା ପ୍ରାର୍ଥନା କରିଛନ୍ତି ।

Continue Readingଶିବାଜୀଙ୍କ ପ୍ରତିମୂର୍ତ୍ତି ଭୁଶୁଡିବା ଘଟଣା : ମୁଣ୍ଡ ନୁଆଇଁ କ୍ଷମା ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ

ଶ୍ରୀମନ୍ଦିର କମିଟି ମିଟିଂରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି : ସୁନା ଛାଉଣୀ ହେବ ରତ୍ନଭଣ୍ଡାର କବାଟ

ସୁନା ଛାଉଣୀ ହେବ ରତ୍ନଭଣ୍ଡାର କବାଟ। ଶ୍ରୀମନ୍ଦିର ରତ୍ନଭଣ୍ଡାର କବାଟ ସୁନା ଛାଉଣୀ ହେବା ନେଇ କମିଟି ମିଟିଂରେ ନିଷ୍ପତ୍ତି ନିଆଯାଇଛି। 

Continue Readingଶ୍ରୀମନ୍ଦିର କମିଟି ମିଟିଂରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି : ସୁନା ଛାଉଣୀ ହେବ ରତ୍ନଭଣ୍ଡାର କବାଟ