ଝାରସୁଗୁଡ଼ା ୧୮/୦୪, ଆଜି ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ସକାଳ ସାଢ଼େ ୯ଟାରେ ମନମୋହନ ଏମ୍.ଇ ସ୍କୁଲ ପଡ଼ିଆରୁ ଏକ ବିରାଟ ରାଲିରେ ବାହାରିବେ । ସାରା ନିର୍ବାଚନମଣ୍ଡଳୀରୁ କର୍ମୀ ଓ ସମର୍ଥକ ଏଥିରେ ସାମିଲ ହେବେ । ତିନି ପର୍ଯ୍ୟବେକ୍ଷକ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର ଓ ସାରଦା ନାୟକଙ୍କ ସହ ବହୁ ବରିଷ୍ଠ ବିଜେଡି ନେତାଙ୍କ ଉପସ୍ଥିତିରେ ନାମାନଙ୍କନ ଭରିବେ ଦୀପାଳି । ବିପୁଳ ଭୋଟରେ ବିଜୟୀ ହେବାକୁ ଆଶାବାଦୀ ଅଛନ୍ତି । ଝାରସୁଗୁଡ଼ାର ପ୍ରଗତିକୁ ଆଗେଇ ନେବା ପାଇଁ ତାଙ୍କ ସାଥ ଦେବାକୁ ନିବେଦନ କରିଛନ୍ତି ଦୀପାଳି । ପ୍ରାୟ ୧୦ରୁ ୧୫ ହଜାର କର୍ମୀ ଓ ସମର୍ଥକ ତାଙ୍କ ରାଲିରେ ସାମିଲ ହେବା ସମ୍ଭାବନା ରହିଛି । ନବୀନଙ୍କ ସ୍ୱଚ୍ଛ ଭାବମୂର୍ତ୍ତି, ନବ ଲିଗାସୀ, ବିଜେଡିର ସାଂଗଠନିକ ବଳ ଦୀପାଳିଙ୍କ ସପକ୍ଷରେ ଅଧିକ ଜନମତ ସୃଷ୍ଟି କରିବାରେ ସହାୟକ ହେବ । ଅନୁକମ୍ପା ଭୋଟ୍ ବି ତାଙ୍କ ସପକ୍ଷରେ ରହିବ । ଯୁବ, ଉଚ୍ଚଶିକ୍ଷିତ ଓ ମହିଳା ହୋଇଥିବାରୁ ଯୁବ ଓ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବେ ଦୀପାଳି । ୨୦୧୯ରେ ୪୫ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ଜିତିଥିଲେ ନବ ଦାସ । ଉପନିର୍ବାଚନରେ କେବଳ ବିଜୟ ନୁହେଁ ବଡ଼ ବ୍ୟବଧାନରେ ଜିତିବା ପାଇଁ ଷ୍ଟ୍ରାଟେଜୀ କରିଛି ବିଜେଡି ।
ବାହାନଗା ସ୍କୁଲ୍ରେ ହେବ ଶୁଦ୍ଧିକରଣଉନ୍ମୋଚନ ହେଲା ଓଡ଼ିଶା ଆମ୍ବ ଲୋଗୋଯାଜପୁର କଳିଙ୍ଗନଗର ଡୁବୁରୀ ଛକରେ ଭୟାବହ ଅଗ୍ନିକାଣ୍ଡଆଜି ମହାପ୍ରଭୁଙ୍କ ଅଣସର ସେବାର ଚତୁର୍ଥ ଦିନୟୁଟ୍ୟୁବର ‘ଅନ୍ ଟାଲେଣ୍ଟେଡ୍ ଗାଏ’ର ଚ୍ୟାନେଲ ବ୍ୟାନ୍ଗାଧୋଇବାବେଳେ ପୋଖରୀରେ ବୁଡ଼ି ୨ ମହିଳା ମୃତଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳଯାତ୍ରୀଙ୍କୁ ନେଇ ପୁରୀରୁ କୋଲକାତା ଯାଉଥିବା ବସ୍ ଅଟକମୋଦୀଙ୍କ ପାଖକୁ ସ୍ୱତନ୍ତ୍ର କିସମର ଆମ୍ବ ପଠାଇଲେ ମମତା ବାନାର୍ଜୀଦୂରଦର୍ଶନର ପ୍ରଥମ ଇଂରାଜୀ ନ୍ୟୁଜ୍ ଆଙ୍କର ଗୀତାଞ୍ଜଳି ଆୟରଙ୍କ ପରଲୋକ