ନେପାଳରେ ଭୟଙ୍କର ଭୂମିକମ୍ପ, ୧୨୮ ମୃତ

ଗତକାଲି ବିଳମ୍ବିତ ରାତିରେ ନେପାଳରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ରେକ୍ଟର ସେଲରେ ଏହାର ତୀବ୍ରତା  ୬.୪ ରହିଥିଲା। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଉକ୍ତ ଭୂମିକମ୍ପରେ ୧୨୮ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଭଙ୍ଗାରୁଜା ଅଂଶ ମଧ୍ୟରେ ଲୋକମାନେ ଦାବି ରହିଥିବା ଅନୁମାନ କରାଯାଉଛି, ତେଣୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ନେଇ ମଧ୍ୟ ଆଶଙ୍କା କରାଯାଉଛି। ନେପାଳ ପ୍ରଶାସନ ଓ ସେନା ଉଦ୍ଧାର ଏନେଇ କାର୍ଯ୍ୟରେ ଲାଗିଛନ୍ତି। 

Continue Readingନେପାଳରେ ଭୟଙ୍କର ଭୂମିକମ୍ପ, ୧୨୮ ମୃତ