ପ୍ରକାଶ ପାଇଲା ୨୦୨୪ ପାଇଁ ସରକାରୀ ଛୁଟି ତାଲିକା

  • Post category:ଓଡିଶା
  • Reading time:1 mins read

ଆସନ୍ତା ୨୦୨୪ ପାଇଁ ପ୍ରକାଶ ପାଇଛି ସରକାରୀ ଛୁଟି ତାଲିକା। ଏଥିରେ ବିଭିନ୍ନ ପୂଜା ପାର୍ବଣ ସହ ଜାତୀୟ ଦିବସକୁ ମିଶାଇ ମୋଟ୍ ୩୦ ଟି ସରକାରୀ ଛୁଟି ରହିଛି। ଏନେଇ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ୨୦୨୪ କ୍ୟାଲେଣ୍ଡର ବର୍ଷ ପାଇଁ ଛୁଟି ତାଲିକା ଜାରି ହୋଇଛି। ତାଲିକାରେ ୩୦ଟି ସରକାରୀ ଛୁଟି ଦିବସ ଓ ୬ଟି ଇଚ୍ଛାଧୀନ ଛୁଟି ଦିବସ ରହିଛି। 

Continue Readingପ୍ରକାଶ ପାଇଲା ୨୦୨୪ ପାଇଁ ସରକାରୀ ଛୁଟି ତାଲିକା

ଫାଇଦା ପାଇବ କି କଂଗ୍ରେସ?

ଦେଶ ଓ ରାଜ୍ୟରେ ଦୀର୍ଘ ଦିନ ଧରି ଶାସନ କ୍ଷମତାରେ ଥିବା କଂଗ୍ରେସ ଦଳ ଏବେ କ୍ଷମତା ଠାରୁ ବହୁତ ଦୂରରେ ରହିଛି। କ୍ରମାଗତ ଭାବରେ ସାଙ୍ଗଠନିକ ଦୁର୍ବଳତା ଓ ନିଜ ନିଜ ମଧ୍ୟରେ ଗୋଷ୍ଠୀ କନ୍ଦଳ କଂଗ୍ରେସର ମୂଳଦୁଆକୁ ଦୋହଲାଇଦେଇଛି।

Continue Readingଫାଇଦା ପାଇବ କି କଂଗ୍ରେସ?

ପୁନର୍ବାର ହାତ ମିଳେଇ ପାରନ୍ତି ବିଜେଡି ଓ ବିଜେପି 

ଦୁଇ ହଜାର ବର୍ଷ ତଳେ ବିଜୁ ଜନତା ଦଳ ଓଡିଶାରେ କ୍ଷମତାକୁ ଆସିଥିଲା। କେନ୍ଦ୍ରରେ ଥିବା ବାଜପେୟୀ ସରକାରଙ୍କ ଲୋକପ୍ରିୟତା ଓ ନିର୍ମଳ ଶାସନର ଦ୍ୱାହି ଦେଇ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ଓ ବିଜେପି ରାଜ୍ୟ ଶାସନ ଭାର ସମ୍ଭାଳିଥିଲେ।

Continue Readingପୁନର୍ବାର ହାତ ମିଳେଇ ପାରନ୍ତି ବିଜେଡି ଓ ବିଜେପି