୪୦୦ରୁ ୧୦୦କୁ ଖସିଲା ଦିଲ୍ଲୀରେ ଏକ୍ୟୁଆଇ ସ୍ତର

ଦିଲ୍ଲୀବାସୀଙ୍କୁ ମିଳିଲା ଆଶ୍ୱସ୍ତି। କମିଲା ପ୍ରଦୂଷଣ। ଗତକାଲି ଦିଲ୍ଲୀରେ ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ହେବା ସହ ପ୍ରଦୂଷଣ ମାତ୍ରା ମଧ୍ୟ ହ୍ରାସ ପାଇଛି। ଆଜି ଦିଲ୍ଲୀର ପରିବେଶ ସମ୍ପୂର୍ଣ୍ଣ ସଫା ରହିଛି। ପାଣିପାଗରେ ଏପରି ପରିବର୍ତ୍ତନ ପରେ ତାପାମାତ୍ରା ହ୍ରାସ ପାଇଛି। ଏଥିସହ ପ୍ରଦୂଷଣରୁ ମଧ୍ୟ ଆଶ୍ୱସ୍ତି ମିଳିଛି। ଦିଲ୍ଲୀର ଅନେକ ଇଲାକାରେ AQI ସ୍ତର ବର୍ତ୍ତମାନ ୪୦୦ରୁ ସିଧା ୧୦୦କୁ ଖସି ଆସିଛି ।

Continue Reading୪୦୦ରୁ ୧୦୦କୁ ଖସିଲା ଦିଲ୍ଲୀରେ ଏକ୍ୟୁଆଇ ସ୍ତର