ବିଜେଡିରୁ ଇସ୍ତଫା ଦେଇଥିବା ୪ ବିଧାୟକଙ୍କୁ ବାଚସ୍ପତିଙ୍କ ନୋଟିସ୍

  • Post category:ଓଡିଶା
  • Reading time:1 mins read

ବିଜେଡିରୁ ଇସ୍ତଫା ଦେଇଥିବା ୪ ବିଧାୟକଙ୍କୁ ବାଚସ୍ପତିଙ୍କ ନୋଟିସ୍। ନିମାପଡ଼ା ବିଧାୟକ ସମୀର ଦାଶ, ହିନ୍ଦୋଳ ବିଧାୟକ ସୀମାରାଣୀ ନାୟକ, ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଓ ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ଜବାବ ତଲବ ହୋଇଛି। 

Continue Readingବିଜେଡିରୁ ଇସ୍ତଫା ଦେଇଥିବା ୪ ବିଧାୟକଙ୍କୁ ବାଚସ୍ପତିଙ୍କ ନୋଟିସ୍

ସମ୍ବଲପୁର, କେନ୍ଦୁଝର, ଢ଼େଙ୍କାନାଳ ଓ ନୟାଗଡରେ ନବୀନ ଓ ପାଣ୍ଡିଆନଙ୍କୁ ଜୋରଦାର ଶାହାଙ୍କ  ଟାର୍ଗେଟ

ଆଜି ଗୋଟିଏ ଦିନରେ ୪ଟି ସ୍ଥାନକୁ ଗସ୍ତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଆଉ ଯେଉଁଠାକୁ ଯାଇଛନ୍ତି ବିଜେଡି ସରକାର ବିରୋଧରେ ବର୍ଷିଛନ୍ତି ଶାହା।

Continue Readingସମ୍ବଲପୁର, କେନ୍ଦୁଝର, ଢ଼େଙ୍କାନାଳ ଓ ନୟାଗଡରେ ନବୀନ ଓ ପାଣ୍ଡିଆନଙ୍କୁ ଜୋରଦାର ଶାହାଙ୍କ  ଟାର୍ଗେଟ

ବଜାରରେ ବୁଲୁଛି ବିଜେଡିର ଏକ୍ସପାଏରୀ ସ୍କାନର

ରାଜ୍ୟରେ ସାଧାରଣ ନିର୍ବାଚନ ପାଇଁ ବିଜେଡି ଓ ବିଜେପି ଦଳ ପ୍ରଚାରକୁ ଜୋରଦାର କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରହ୍ମପୁର ନିର୍ବାଚନୀ ପ୍ରଚାର ସଭାରେ ବିଜେଡି ସରକାରର ଏକ୍ସପାଏରୀ ସମୟ ଆସିଲାଣି ବୋଲି ମନ୍ତବ୍ୟ ରଖିଥିଲେ |

Continue Readingବଜାରରେ ବୁଲୁଛି ବିଜେଡିର ଏକ୍ସପାଏରୀ ସ୍କାନର

ଟିକେଟ୍ କାଟିବା ପରେ ସମୀରଙ୍କୁ ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଦାୟିତ୍ୱ, ଅରୁନ୍ଧତୀ ଦେବୀ ହେଲେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦିକା 

ଟିକେଟ୍ କାଟିବା ପରେ ନିମାପଡ଼ା ବିଜେଡି ବିଧାୟକ ସମୀର ଦାଶଙ୍କୁ ସନ୍ତୁଷ୍ଟ କଲା ଦଳ । ୨୦୨୪ ନିର୍ବାଚନ ପାଇଁ ଢେଙ୍କାନାଳ ଲୋକସଭା କ୍ଷେତ୍ରର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

Continue Readingଟିକେଟ୍ କାଟିବା ପରେ ସମୀରଙ୍କୁ ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଦାୟିତ୍ୱ, ଅରୁନ୍ଧତୀ ଦେବୀ ହେଲେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦିକା 

ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ

ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ। ଖଣ୍ଡପଡା ଆସନରୁ ଟିକେଟ ଆଶାୟୀ ଥିବା ଅନୁଭବ ପଟ୍ଟନାୟକ ଟିକେଟ୍ ପାଇବାରୁ ବଞ୍ଚିତ ହେବା ପରେ ଦଳରୁ ଇସ୍ତଫା ଦେଇଛନ୍ତି ।

Continue Readingବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ

ବିଜେଡିରୁ ଇସ୍ତଫା ଦେଲେ କାକଟପୁରର ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ 

ବିଜେଡିରୁ ଇସ୍ତଫା ଦେଲେ ସୁରେନ୍ଦ୍ର ସେଠୀ । କାକଟପୁରର ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି ।

Continue Readingବିଜେଡିରୁ ଇସ୍ତଫା ଦେଲେ କାକଟପୁରର ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ 

ବିଜେଡିରୁ ଇସ୍ତଫା ଦେଲେ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ସେଠୀ

ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେପିରେ ଯୋଗ ଦେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ସେଠୀ। ଆଜି ସକାଳେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ନିଜ ଇସ୍ତଫାପତ୍ର ପଠାଇବା ସହ ଗୀତାଞ୍ଜଳି ବିଜେଡି ଛାଡ଼ିବା ପଛର କାରଣ ଲେଖିଛନ୍ତି।

Continue Readingବିଜେଡିରୁ ଇସ୍ତଫା ଦେଲେ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ସେଠୀ

ବିଜେପି ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ୱାଇଁ 

ବିଜେପି ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ୱାଇଁ । ୧୯୭୨ରୁ ବିଜୁ ବାବୁଙ୍କ ଅନୁଗାମୀ ହୋଇ ପଟ୍ଟାମୁଣ୍ଡାଇରୁ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ ବିଜୟ କେତନ । ଜନତା ଦଳର ପ୍ରଥମ ଜିଲ୍ଲା ସଭାପତି ଥିଲେ ।

Continue Readingବିଜେପି ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ୱାଇଁ 

ବିଜେଡିରେ ଯୋଗ ଦେଲେ ବର୍ଷା ପ୍ରିୟଦର୍ଶିନୀ, ବିଧିବଦ୍ଧ ଭାବେ ଦଳରେ ହେଲେ ସାମିଲ 

ବିଜେଡିରେ ଯୋଗ ଦେଲେ ବର୍ଷା ପ୍ରିୟଦର୍ଶିନୀ । ଓଲିଉଡର ଚର୍ଚ୍ଚିତ ନାୟିକା ବର୍ଷା ପ୍ରିୟଦର୍ଶିନୀ ଆଜି ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହେଇଛନ୍ତି । ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ଶଙ୍ଖ ଧରିଛନ୍ତି ବର୍ଷା ।

Continue Readingବିଜେଡିରେ ଯୋଗ ଦେଲେ ବର୍ଷା ପ୍ରିୟଦର୍ଶିନୀ, ବିଧିବଦ୍ଧ ଭାବେ ଦଳରେ ହେଲେ ସାମିଲ 

ଆସିଲା  ବିଜେଡିର ବିଧାୟକ ପ୍ରାର୍ଥୀ ତାଲିକା: ଜାଣନ୍ତୁ କାହାକୁ କେଉଁଠୁ ପ୍ରାର୍ଥୀ କଲା ଦଳ ?

ଆସିଲା ବିଜେଡି ଆଉ ଏକ ପ୍ରାର୍ଥୀ ତାଲିକା  । ଜାଣନ୍ତୁ କିଏ କେଉଁଠୁ ପ୍ରାର୍ଥୀ ହେଲେ. . .

Continue Readingଆସିଲା  ବିଜେଡିର ବିଧାୟକ ପ୍ରାର୍ଥୀ ତାଲିକା: ଜାଣନ୍ତୁ କାହାକୁ କେଉଁଠୁ ପ୍ରାର୍ଥୀ କଲା ଦଳ ?