ସିଏମ୍ଓର ମୁଖ୍ୟ ପରାମର୍ଶଦାତା ସୁରେଶ

ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ନୂଆ ଦାୟିତ୍ଵ ମିଳିଛି। ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍‌ସି) ଅଧ୍ୟକ୍ଷ ଥିବା ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନୂଆ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଛନ୍ତି

Continue Readingସିଏମ୍ଓର ମୁଖ୍ୟ ପରାମର୍ଶଦାତା ସୁରେଶ

ଆସନ୍ତା ୬ ରୁ ଭୁବନେଶ୍ବରରୁ ଜୟପୁରକୁ ଉଡିବ ଦ୍ବିତୀୟ ବିମାନ, CMO ପକ୍ଷରୁ ଟୁଇଟ୍

ଆସନ୍ତା ୬ ତାରିଖରୁ କୋରାପୁଟ ଜୟପୁରକୁ ଉଡିବ ଦ୍ବିତୀୟ ବିମାନ। ସପ୍ତାହକୁ ଦୁଇଦିନ ସୋମବାର ଓ ଶୁକ୍ରବାର ଦିନକୁ ଦୁଇ ଥର ଏହି ସେବା ଜାରି ରହିବ। ଏନେଇ CMO ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି ।

Continue Readingଆସନ୍ତା ୬ ରୁ ଭୁବନେଶ୍ବରରୁ ଜୟପୁରକୁ ଉଡିବ ଦ୍ବିତୀୟ ବିମାନ, CMO ପକ୍ଷରୁ ଟୁଇଟ୍