କଟକରେ ବିଜେଡି ଉପରେ ବର୍ଷିଲେ ମୋଦୀ, ବିଜେପି ସରକାର ଆସିଲେ ଭଙ୍ଗାଯିବ ମାଫିଆଙ୍କ ଅଣ୍ଟା 

କଟକ ନିର୍ବାଚନୀ ସଭା ମଞ୍ଚରେ ତିନିଜଣ ବିଶିଷ୍ଟ ବ୍ୟକ୍ତି ବରିଷ୍ଠ ଓଡ଼ିଶୀ ସଂଗୀତଜ୍ଞ ଶ୍ୟାମାମଣି ଦେବୀ, ବିଶିଷ୍ଟ ଘୋଡ଼ା ନାଚ ଗୁରୁ ଉତ୍ସବ ଦାସ ଓ ଓଡ଼ିଶାରୁ ଅଯୋଧ୍ୟା ବାଇକ ଯାତ୍ରା କରିଥିବା ନିରୋଦ ବେହେରାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ।

Continue Readingକଟକରେ ବିଜେଡି ଉପରେ ବର୍ଷିଲେ ମୋଦୀ, ବିଜେପି ସରକାର ଆସିଲେ ଭଙ୍ଗାଯିବ ମାଫିଆଙ୍କ ଅଣ୍ଟା 

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ନେଇ ସତର୍କ ସୂଚନା: କଟକରେ ରେଡ୍ ଆଲର୍ଟ, ଭୁବନେଶ୍ବରରେ ଅରେଞ୍ଜ ଆଲର୍ଟ ଜାରି 

  • Post category:ଓଡିଶା
  • Reading time:1 mins read

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। କଟକରେ ରେଡ୍ ଆଲର୍ଟ ଜାରି କରାଯାଇଥିବା ବେଳେ ରାଜଧାନୀ ଭୁବନେଶ୍ବରରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

Continue Readingପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ନେଇ ସତର୍କ ସୂଚନା: କଟକରେ ରେଡ୍ ଆଲର୍ଟ, ଭୁବନେଶ୍ବରରେ ଅରେଞ୍ଜ ଆଲର୍ଟ ଜାରି 

କଟକ ବିଧାୟକ ମହମ୍ମଦ ମୋକିମ୍‍ଙ୍କୁ ହାଇକୋର୍ଟଙ୍କ ଝଟକା, ତିନିବର୍ଷ କାରାଦଣ୍ଡ କାଏମ

କଟକ-ବାରବାଟି ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ମହମ୍ମଦ ମୋକିମ୍‍ଙ୍କୁ ଝଟକା । ଓଡ଼ିଶା ଗୃହ ଏବଂ ଗ୍ରାମାଞ୍ଚଳ ଗୃହ ଉନ୍ନୟନ ନିଗମ ( ଓଏଚଆରଡିସି) ଦୁର୍ନୀତି ମାମଲାରେ ତାଙ୍କ ବିରୁଦ୍ଧରେ ରାୟ ଦେଇଛନ୍ତି ହାଇକୋର୍ଟ।

Continue Readingକଟକ ବିଧାୟକ ମହମ୍ମଦ ମୋକିମ୍‍ଙ୍କୁ ହାଇକୋର୍ଟଙ୍କ ଝଟକା, ତିନିବର୍ଷ କାରାଦଣ୍ଡ କାଏମ

କଟକରେ ବଢୁଛି ଜଣ୍ଡିସ୍ ରୋଗୀଙ୍କ ସଂଖ୍ୟା, ଦୁଇ ଦିନ ଭିତରେ ୧୧ ରୋଗୀ ଚିହ୍ନଟ 

  • Post category:ଓଡିଶା
  • Reading time:1 mins read

ଡରାଉଛି ଜଣ୍ଡିସ୍ | କଟକ ସହରରେ ବଢୁଛି ଜଣ୍ଡିସ୍ ରୋଗୀଙ୍କ ସଂଖ୍ୟା । ଦୁଇ ଦିନ ଭିତରେ ୧୧ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି ।

Continue Readingକଟକରେ ବଢୁଛି ଜଣ୍ଡିସ୍ ରୋଗୀଙ୍କ ସଂଖ୍ୟା, ଦୁଇ ଦିନ ଭିତରେ ୧୧ ରୋଗୀ ଚିହ୍ନଟ 

ମୁକୁଳା ଡ୍ରେନ୍ ନେଲା ଜୀବନ, ଖସିପଡି ଯୁବକ ମୃତ 

  • Post category:ଓଡିଶା
  • Reading time:1 mins read

କଟକ ମହିମା ନଗରରେ ଅଘଟଣ । ଡ୍ରେନରେ ପଡି ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ବୟସ ପାଖାପାଖି ୪୦ବର୍ଷ ହେବା ସହ ସେ ରାଜମିସ୍ତ୍ରୀ ଭାବେ କାମ କରୁଥିଲେ ବୋଲି ଜଣାପଡ଼ିଛି ।

Continue Readingମୁକୁଳା ଡ୍ରେନ୍ ନେଲା ଜୀବନ, ଖସିପଡି ଯୁବକ ମୃତ 

ବାଲିଯାତ୍ରାରେ ଦେଖିବାକୁ ମିଳିବେ ଅନୁ ମଲ୍ଲିକ ଓ ସଚିନ ଦୁବେ

ଐତିହାସିକ ବାଲିଯାତ୍ରାରେ ଗତବର୍ଷ ପରି ଚଳିତବର୍ଷ ମଧ୍ୟ ୪ଦିନ ବଲିଉଡ କଳାକାରଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା।

Continue Readingବାଲିଯାତ୍ରାରେ ଦେଖିବାକୁ ମିଳିବେ ଅନୁ ମଲ୍ଲିକ ଓ ସଚିନ ଦୁବେ

ଆଜିଠାରୁ ବିଶ୍ୱବିଦ୍ୟାଳୟ ଭାବେ ପରିଗଣିତ ହେଲା ଡ୍ରିମ୍‌ସ

  • Post category:ଓଡିଶା
  • Reading time:1 mins read

ଧନେଶ୍ୱର ରଥ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ମେଡିକାଲ ସାଇନସେସ୍‌ (ଡ୍ରିମ୍‌ସ) କଟକକୁ ନିକଟରେ ଓଡ଼ିଶା ସରକାର ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ କରିଛନ୍ତି। ରାଜ୍ୟ ସରକାରଙ୍କ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଡ୍ରିମ୍‌ସ ଆଜିଠାରୁ ବିଶ୍ୱବିଦ୍ୟାଳୟ ଭାବେ ପରିଗଣିତ ହୋଇଛି।

Continue Readingଆଜିଠାରୁ ବିଶ୍ୱବିଦ୍ୟାଳୟ ଭାବେ ପରିଗଣିତ ହେଲା ଡ୍ରିମ୍‌ସ

ଐତିହାସିକ ବାଲିଯାତ୍ରା ପାଇଁ ଆରମ୍ଭ ହେଲା ପ୍ଲଟ ନିଲାମ ପ୍ରକ୍ରିୟା

ଆସନ୍ତା ନଭେମ୍ବର ୨୭ ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ କଟକର ଐତିହାସିକ ବାଲିଯାତ୍ରା। ଏନେଇ ଆଜିଠାରୁ ଆରମ୍ଭ ହୋଇଛି ପ୍ଲଟ ନିଲାମ ପ୍ରକ୍ରିୟା।

Continue Readingଐତିହାସିକ ବାଲିଯାତ୍ରା ପାଇଁ ଆରମ୍ଭ ହେଲା ପ୍ଲଟ ନିଲାମ ପ୍ରକ୍ରିୟା

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ବନ୍ଧା ହେଲେ ସହକାରୀ ଯନ୍ତ୍ରୀ

  • Post category:ଅପରାଧ
  • Reading time:1 mins read

ବନ୍ଧା ହେଲେ କୋଟିପତି ସହକାରୀ ଯନ୍ତ୍ରୀ । ସାଲେପୁର ଗ୍ରାମ୍ୟ ପୂର୍ତ୍ତ ବିଭାଗ ସବ ଡିଭିଜନ ସହକାରୀ ଯନ୍ତ୍ରୀ ଅର୍ଜୁନ କୁମାର ସାହୁଙ୍କୁ ଗିରଫ କଲା ଭିଜିଲାନ୍ସ । ଆଜି ତାଙ୍କୁ ଭୁବନେଶ୍ବର ଭିଜିଲାନ୍ସ କୋର୍ଟରେ ହାଜର କରାଯିବ । ଆୟ ବର୍ହିଭୂତ ସମ୍ପତ୍ତି ନେଇ ଭିଜିଲାନ୍ସକୁ ସନ୍ତୋଷଜନକ ଉତ୍ତର ଦେଇପାରିଲେନି ଅର୍ଜୁନ ସାହୁ।

Continue Readingଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ବନ୍ଧା ହେଲେ ସହକାରୀ ଯନ୍ତ୍ରୀ

କଟକର ନୂଆ ଜିଲ୍ଲାପାଳ ହେଲେ ନରହରି ସେଠୀ

  • Post category:ଓଡିଶା
  • Reading time:0 mins read

କଟକ: ବଦଳିଲେ କଟକ ଜିଲ୍ଲାପାଳ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି। ଭବାନୀ ଶଙ୍କର ଚଇନିଙ୍କୁ କଟକ ଜିଲ୍ଲାପାଳ ପଦରୁ ବଦଳି କରାଯାଇ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଛି। ତେବେ ନୂଆ ଜିଲ୍ଲାପାଳ ଭାବେ ନରହରି ସେଠୀଙ୍କୁ…

Continue Readingକଟକର ନୂଆ ଜିଲ୍ଲାପାଳ ହେଲେ ନରହରି ସେଠୀ