ଧରାପଡିଲେ ଅଭିନେତ୍ରୀ ରଶ୍ମିକାଙ୍କ ଡିପଫେକ୍ ଭିଡିଓ ଅପଲୋଡ କରିଥିବା ଯୁବକ

ନିକଟରେ ସୋସିଆଲ ମିଡିଆରେ ବହୁଳ ଭାବେ ପ୍ରସାରିତ ହୋଇଥିବା ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ଏକ ଭିଡିଓକୁ ନେଇ ଦିଲ୍ଲୀ ପୁଲିସ ବିହାରର ଜଣେ ୧୯ ବର୍ଷୀୟ ଯୁବକଙ୍କୁ ପଚରାଉଚରା କରିଛି। ପୁଲିସ ବିଶ୍ୱାସ କରୁଛି ଯେ ଯୁବକ ଜଣକ ଏହି ଭିଡିଓକୁ ନିଜ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଅପଲୋଡ୍ କରିଥିଲେ ଏବଂ ପରେ ଏହାକୁ ଅନ୍ୟ ପ୍ଲାଟଫର୍ମରେ ବ୍ୟାପକ ଭାବେ ସେୟାର୍ କରିଥିଲେ। ତାଙ୍କ ଆକାଉଣ୍ଟରୁ ପ୍ରଥମେ ସୋସିଆଲ ମିଡିଆରେ ଭିଡିଓ ଅପଲୋଡ୍ ହେବା ପରେ ତାଙ୍କୁ ତଦନ୍ତରେ ସାମିଲ୍ ହେବାକୁ କୁହାଯାଇଥିଲା।

Continue Readingଧରାପଡିଲେ ଅଭିନେତ୍ରୀ ରଶ୍ମିକାଙ୍କ ଡିପଫେକ୍ ଭିଡିଓ ଅପଲୋଡ କରିଥିବା ଯୁବକ

କେନ୍ଦ୍ର ସରକାରଙ୍କ ବଡ ଘୋଷଣା: ସୋସିଆଲ ମିଡିଆରେ ନକଲି ଭିଡ଼ିଓ ଅପ୍‌ଲୋଡ କଲେ ୩ ବର୍ଷ ଜେଲ୍‌ଦଣ୍ଡ ସହ ୧ ଲକ୍ଷ ଜରିମାନା

  • Post category:ଅପରାଧ
  • Reading time:1 mins read

ସୋସିଆଲ ମିଡିଆରେ ନକଲି ଭିଡିଓ ଅପ୍‌ଲୋଡ କରାଯାଉଥିବା ଘଟଣାରେ କେନ୍ଦ୍ର ସରକାର ଘୋର ଉଦ୍‌ବେଗ ପ୍ରକାଶ କରିବା ସହ ଅଭିଯୁକ୍ତଙ୍କ ପାଇଁ ଦଣ୍ଡାଦେଶ ବ୍ୟବସ୍ଥା କରିଛନ୍ତି। ନିକଟରେ ବହୁ ଚର୍ଚ୍ଚିତ ଅଭିନେତ୍ରୀ ରଶ୍ମିକା ମନ୍ଦନା ଏବଂ କାଟ୍ରିନା କୈଫ ମଧ୍ୟ ଏହାର ଶିକାର ହୋଇଛନ୍ତି।

Continue Readingକେନ୍ଦ୍ର ସରକାରଙ୍କ ବଡ ଘୋଷଣା: ସୋସିଆଲ ମିଡିଆରେ ନକଲି ଭିଡ଼ିଓ ଅପ୍‌ଲୋଡ କଲେ ୩ ବର୍ଷ ଜେଲ୍‌ଦଣ୍ଡ ସହ ୧ ଲକ୍ଷ ଜରିମାନା