ରାତି ୧୦ଟା ପରେ ଟ୍ୱିନ ସିଟିରେ ଫୁଟିବନି ବାଣ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର (ଏଏନଏସ): ରାତି ୧୦ଟା ପରେ ଟ୍ୱିନ ସିଟିରେ ଫୁଟିବନି ବାଣ।କମିଶନରେଟ ପୋଲିସ ଟ୍ୱିନ ସିଟିରେ ବାଣ ଫୁଟାଇବା ନେଇ ସମୟ ନିର୍ଦ୍ଧାରଣ କରିଛନ୍ତି। ଦିପାବଳୀରେ କଟକ ଓ ଭୁବନେଶ୍ୱରରେ ରାତି ୧୦ଟା ଯାଏ ବାଣ ଫୁଟେଇବାକୁ ଅନୁମତି ଦିଆଯାଇଛି। ଏହି…

Continue Readingରାତି ୧୦ଟା ପରେ ଟ୍ୱିନ ସିଟିରେ ଫୁଟିବନି ବାଣ

ଧନତେରାସରେ ସୁନା କିଣିବା ପୂର୍ବରୁ ଜାଣିରଖନ୍ତୁ କେତେ ଅଛି ଦର?

ଧନତେରାସ ଓ ଦୀପାବଳି ଅବସରରେ ଯଦି ଆପଣ ସୁନା କିଣିବାକୁ ଚାହୁଁଛନ୍ତି, ତା'ହେଲେ ଆପଣଙ୍କ ପାଇଁ ଏକ ଭଲ ଖବର। ସୁନା ଓ ରୂପା ଦର ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୬, ୫୦୦ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୬୧,୬୪୦ ଟଙ୍କା ହୋଇଛି।

Continue Readingଧନତେରାସରେ ସୁନା କିଣିବା ପୂର୍ବରୁ ଜାଣିରଖନ୍ତୁ କେତେ ଅଛି ଦର?

ଜାଣନ୍ତୁ, ଦୀପାବଳି ପାଳନ କରିବା ପଛରେ କ’ଣ ରହିଛି ପୌରାଣିକ ମହତ୍ୱ ? 

ଦୀପାବଳି ଦେଶର ସବୁଠାରୁ ବଡ ପର୍ବ ବୋଲି ବିବେଚନା କରାଯାଏ l ଏହି ପର୍ବର ହିନ୍ଦୁ ଧର୍ମରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏହି ଦିନ ଭଗବାନ ଗଣେଶ ଏବଂ ମାତା ଲକ୍ଷ୍ମୀଙ୍କୁ ଘରେ ଦୀପ ଜାଳି ପୂଜା କଲେ ଘରେ ସୁଖ ସମୃଦ୍ଧି ଆଗମନ ହେବାର ବିଶ୍ୱାସ ରହିଛି। ପଞ୍ଚାଙ୍ଗ ଅନୁଯାୟୀ, କାର୍ତ୍ତିକ ମାସର ଅମାବାସ୍ୟାରେ ଦୀପାବଳି ପ୍ରତିବର୍ଷ ପାଳନ କରାଯାଏ। ତେବେ ଆସନ୍ତୁ ଜାଣିବା ଏହି ଆଲୋକର ଉତ୍ସବ ପାଳନ କରିବା ପଛରେ କ’ଣ ରହିଛି ବିଶେଷ କାରଣ? 

Continue Readingଜାଣନ୍ତୁ, ଦୀପାବଳି ପାଳନ କରିବା ପଛରେ କ’ଣ ରହିଛି ପୌରାଣିକ ମହତ୍ୱ ? 

ଦୀପାବଳିରେ ରିଲିଜ୍ ହେବ ଟାଇଗର୍-୩: ଜାଣନ୍ତୁ, କେବେଠୁ ହେବ ଆଡଭାନ୍ସ ବୁକିଂ ?

ଦୀର୍ଘ ସମୟ ପରେ ବଡ଼ ପରଦାରେ ପୁଣି ଦେଖିବାକୁ ମିଳିବ ସଲମାନ ଖାନଙ୍କ ଜଲୱା। ଦିପାବଳୀ ଅବସରରେ ଅଭିନେତା ସଲମାନ ଖାନଙ୍କ ଫିଲ୍ମ 'ଟାଇଗର 3' ରିଲିଜ ହେବାକୁ ଯାଉଛି। ଫିଲ୍ମର ପ୍ରଥମ ଶୋ' ଦୀପାବଳି ଦିନ ସକାଳ ୭ଟାରୁ ଆରମ୍ଭ ହେବାକୁ ଯାଉଛି। ଏହି ସମୟରେ 'ଟାଇଗର 3'ର ପ୍ରଶଂସକଙ୍କ ପାଇଁ ରହିଛି ଏକ ଖୁସି ଖବର, କାରଣ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଫିଲ୍ମର ଆଡଭାନ୍ସ ବୁକିଂ।

Continue Readingଦୀପାବଳିରେ ରିଲିଜ୍ ହେବ ଟାଇଗର୍-୩: ଜାଣନ୍ତୁ, କେବେଠୁ ହେବ ଆଡଭାନ୍ସ ବୁକିଂ ?