ବଲିଉଡ ‘ବାଦଶାହ’ ଙ୍କ ଜନ୍ମଦିନ ପାଳନ ପାଇଁ ଘର ବାହାରେ ଜମା ହେଲେ ଫ୍ୟାନ୍ସ, ଦେଖନ୍ତୁ ଭିଡ଼ିଓ 

ବଲିଉଡର କିଙ୍ଗ ଖାନ ଆଜି ତାଙ୍କର 58 ତମ ଜନ୍ମଦିନ ପାଳନ କରୁଛନ୍ତି। ଜନ୍ମଦିନ ପାଳନ କରିବା ପାଇଁ ଗୋଟେ ଦିନ ପୂର୍ବରୁ ହିଁ ପ୍ରଶଂସକମାନେ ଶାହାରୁଖଙ୍କ ଘର 'ମନ୍ନତ୍' ବାହାରେ ଏକାଠି ହୋଇଥିଲେ ଏବଂ ମଧ୍ୟରାତ୍ରି ପର୍ଯ୍ୟନ୍ତ ସେଠାରେ ଏକ ମେଳା ଆୟୋଜନ କରାଯାଇଥିଲା|

Continue Readingବଲିଉଡ ‘ବାଦଶାହ’ ଙ୍କ ଜନ୍ମଦିନ ପାଳନ ପାଇଁ ଘର ବାହାରେ ଜମା ହେଲେ ଫ୍ୟାନ୍ସ, ଦେଖନ୍ତୁ ଭିଡ଼ିଓ