ସୁସ୍ଥ ଶରୀର ପାଇଁ ଲାଭକାରୀ ଚଣା ଏବଂ ମହୁ, ମିଳିବ ଏହିସବୁ ଫାଇଦା 

ଆଜିକାଲି ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖିବା ନିହାତି ଜରୁରୀ | କାରଣ ଅଧିକାଂଶ ଲୋକମାନେ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ନରଖିବା ଦ୍ୱାରା ଅନେକ ସମସ୍ୟାର ସାମ୍ନା କରୁଛନ୍ତି |

Continue Readingସୁସ୍ଥ ଶରୀର ପାଇଁ ଲାଭକାରୀ ଚଣା ଏବଂ ମହୁ, ମିଳିବ ଏହିସବୁ ଫାଇଦା 

ଶୀତଦିନେ ପିଅନ୍ତୁ ଗାଜର ଜୁସ୍, ମିଳିବ ଏହିସବୁ ଫାଇଦା 

ସାଧାରଣତଃ ଶୀତଦିନେ ବଜାରରେ ଅଧିକ ମାତ୍ରାରେ ଗାଜର ମିଳିଥାଏ | ଏହା ସ୍ୱାସ୍ଥ୍ୟ ପାଇଁ ବେଶ୍ ହିତକର ହୋଇଥାଏ । ତେଣୁ ଡାକ୍ତର ମଧ୍ୟ ସକାଳୁ ଗାଜର ଖାଇବାକୁ ପରାମର୍ଶ ଦେଇଥାନ୍ତି।

Continue Readingଶୀତଦିନେ ପିଅନ୍ତୁ ଗାଜର ଜୁସ୍, ମିଳିବ ଏହିସବୁ ଫାଇଦା 

ଶରୀର ପାଇଁ ଲାଭକାରୀ ଭେଣ୍ଡି, ଦୂର ହୁଏ ଅନେକ ସମସ୍ୟା 

ଭେଣ୍ତି ଏକ ଭଲ ପରିବା । ଏହାକୁ ଅଧିକାଂଶ ଲୋକେ ଖାଇବାକୁ ଭଲ ପାଆନ୍ତି।କିନ୍ତୁ ଆପଣ ଜାଣିଛନ୍ତି କି ଏହି ଭେଣ୍ତି ସ୍ବାସ୍ଥ୍ୟ ପାଇଁ କେତେ ଲାଭଦାୟକ ?  ଏହି ପରିବା ଖାଇବା ଦ୍ବାରା ଆପଣଙ୍କୁ କେତେକ ରୋଗ ଛୁଏଁ ନାହିଁ।

Continue Readingଶରୀର ପାଇଁ ଲାଭକାରୀ ଭେଣ୍ଡି, ଦୂର ହୁଏ ଅନେକ ସମସ୍ୟା 

ସକାଳ ଜଳଖିଆରେ ସାମିଲ କରନ୍ତୁ ଚଣା ଓ ଗୁଡ଼, ମିଳିବ ଏହିସବୁ ଫାଇଦା 

ସୁସ୍ଥ ରହିବା ପାଇଁ ପୋଷକ ତତ୍ତ୍ୱ ରହିଥିବା ଖାଦ୍ୟ ନିହାତି ଆବଶ୍ୟକ।  ଗୁଡ଼ ଓ ଭଜା ଚଣା ମଧ୍ୟ ଏମିତି ଦୁଇଟି ଖାଦ୍ୟ, ଯେଉଁଥିରେ ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଛି। ଏନେଇ ଗୁଡ଼ ଓ ଚଣା ଏକାଠି ମିଶାଇ ଖାଇଲେ ଏହା ସ୍ୱାସ୍ଥ୍ୟକୁ ଅନେକ ଆଶ୍ଚର୍ଯ୍ୟଜନକ ଫାଇଦା ଦେଇଥାଏ ।

Continue Readingସକାଳ ଜଳଖିଆରେ ସାମିଲ କରନ୍ତୁ ଚଣା ଓ ଗୁଡ଼, ମିଳିବ ଏହିସବୁ ଫାଇଦା 

ଶୀତ ଋତୁରେ ଖାଆନ୍ତୁ ବୁଟ ଛତୁଆ, ମିଳିଥାଏ ଚମତ୍କାର ଲାଭ

ଓଡ଼ିଆ ଘରର ନିତିଦିନିଆ ଖାଦ୍ୟ କହିଲେ ଛତୁଆ, ଚୁଡା କଦଳୀ ଓ ପଖାଳ ଭାତ l ଏହା ପ୍ରାୟ ସମସ୍ତ ଓଡ଼ିଆ ଘରେ ଚିର ପରିଚିତ ଖାଦ୍ୟ ଅଟେ l ବିଶେଷ ଭାବେ ଛତୁଆ ଏହି ଖାଦ୍ୟ ମାନଙ୍କ ମଧ୍ୟରୁ ଅଧିକ ଚାହିଦା ନେଇଥାଏl କାହିଁକି ନା ପିଲା ସ୍କୁଲ ହେଉ କିମ୍ବା କଲେଜ ଯିବା ପୂର୍ବରୁ ଛତୁଆ ଗୋଳେଇ ଖାଇଦେଇଥାନ୍ତି l ଛତୁଆ ଖାଇବା ଦ୍ୱାରା ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ନ ଲାଗିବ ସହ ଏହାକୁ ଖାଇବାକୁ ଖୁବ କମ ସମୟ ଲାଗିଥାଏ l ଏଥି ସହ କେତେବେଳେ ଯଦି ଜୋରେ ଭୋକ ଲାଗେ କିଛି ନ ଥିଲେ ଛତୁଆ ଟିକେ ଗୋଳେଇ ପିଇଦେଇ ଥାଉl ଏହା ଶରୀର ପାଇଁ ସ୍ବାସ୍ଥ୍ୟକର ମଧ୍ୟ ହୋଇଥାଏ l

Continue Readingଶୀତ ଋତୁରେ ଖାଆନ୍ତୁ ବୁଟ ଛତୁଆ, ମିଳିଥାଏ ଚମତ୍କାର ଲାଭ

ଶରୀର ପାଇଁ ଲାଭକାରୀ ଚଣା ଶାଗ, ଦୂର ହୁଏ ଡାଇବେଟିଜ ସହ ଅନେକ ରୋଗ 

ଚଣା ଶାଗରେ  ପ୍ରଚୁର ପରିମାଣରେ ପ୍ରୋଟିନ୍, ଫାଇବର, ଆଇରନ୍, କ୍ୟାଲସିୟମ୍ ଏବଂ ଅନେକ ପ୍ରକାରର ଭିଟାମିନ୍ ରହିଥାଏ । ଏହା ସହିତ ଅନେକ ପ୍ରକାରର ମାଇକ୍ରୋନ୍ୟୁଟ୍ରିଏଣ୍ଟସ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଚଣା ଶାଗରେ ମିଳିଥାଏ, ଯାହା ଶରୀରକୁ ସମସ୍ତ ପ୍ରକାରର ରୋଗରୁ ରକ୍ଷା କରିଥାଏ ।

Continue Readingଶରୀର ପାଇଁ ଲାଭକାରୀ ଚଣା ଶାଗ, ଦୂର ହୁଏ ଡାଇବେଟିଜ ସହ ଅନେକ ରୋଗ