ପୁରୀ ଜିଲ୍ଲାରେ କାହାକୁ ମିଳିବ ବିଜେଡି ନେତୃତ୍ୱ ?

ପୂର୍ବତନ ମନ୍ତ୍ରୀ ତଥା ବିଜେଡି ଦଳର ଟାଣୁଆ ନେତା ପୁରୀ ଜିଲ୍ଲାର ମହେଶ୍ୱର ମହାନ୍ତିଙ୍କର ଇତି ମଧ୍ୟରେ ଦେହାନ୍ତ ହୋଇଛି। ଜନତା ଦଳରୁ ତଥା ପୁରୀ ମୁନିସିପାଲିଟିର ଅଧ୍ୟକ୍ଷ ପଦବୀରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିବା ସ୍ବର୍ଗତ ମହାନ୍ତି ବିଜୁ ଜନତା ଦଳରେ ମଧ୍ୟ ସକ୍ରିୟ ଥିଲେ। ପୁରୀ ଜିଲ୍ଲାରେ ବିଜୁ ଜନତା ଦଳର ସେ ଜଣେ ଟାଣୁଆ ନେତା ଥିଲାବେଳେ ସଂଗଠନ ଉପରେ ତାଙ୍କର ଅଖଣ୍ଡ କ୍ଷମତା ଥିଲା। ଇତି ମଧ୍ୟରେ ମହେଶ୍ୱର ମହାନ୍ତିଙ୍କର ପରଲୋକ ହୋଇଛି।

Continue Readingପୁରୀ ଜିଲ୍ଲାରେ କାହାକୁ ମିଳିବ ବିଜେଡି ନେତୃତ୍ୱ ?

ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

  • Post category:ଓଡିଶା
  • Reading time:1 mins read

ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି, ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଶ୍ରୀ ମହେଶ୍ୱର ମହାନ୍ତିଙ୍କ ବିୟୋଗରେ ରାଜ୍ୟ ବିଜେପି ତରଫରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି ।

Continue Readingପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ