ପୁଣି ରାଜ୍ୟକୁ ଫେରିଲା ତାତି: ୪୫ ଡିଗ୍ରୀ ଟପିଲା ତାପମାତ୍ରା
ପୁଣି ରାଜ୍ୟକୁ ଫେରିଲା ତାତି । ୪୫ ଡିଗ୍ରୀ ଟପିଲା ତାପମାତ୍ରା । ପଶ୍ଚିମ ଓଡିଶାରେ ଅସମ୍ଭାଳ ତାତି ।
ପୁଣି ରାଜ୍ୟକୁ ଫେରିଲା ତାତି । ୪୫ ଡିଗ୍ରୀ ଟପିଲା ତାପମାତ୍ରା । ପଶ୍ଚିମ ଓଡିଶାରେ ଅସମ୍ଭାଳ ତାତି ।
ରାଜ୍ୟରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବାବେଳେ ଆଗକୁ ଦୁଇଟି ପର୍ଯ୍ୟାୟ ନିର୍ବାଚନ ହେବାକୁ ଅଛି ।
ବରଗଡରେ ହତ୍ୟାକାଣ୍ଡ ଘଟିଥିବାବେଳେ, ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ଗୁଣ୍ଡାଗର୍ଦି ଓ ହିଂସାକାଣ୍ଡର ଚିତ୍ର ।
ଓଡ଼ିଶାରେ ବିଜେପି ପାଇଁ ପ୍ରଚାର କରିଛନ୍ତି ମଥୁରା ସାଂସଦ ତଥା ବଲିଉଡ୍ ଡ୍ରିମ୍ ଗାର୍ଲ ହେମାମାଳିନୀ । ଭୁବନେଶ୍ୱର ସାଲିଆ ସାହିରେ ଜନସଭା, କଟକ ସଦର ବିଧାନସଭା ଅନ୍ତର୍ଗତ କିଶନନଗରରେ ରୋଡ ସୋ କରିଛନ୍ତି ହେମାମାଳିନୀ ।
ପୁଣି ଓଡିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଆସନ୍ତା ୧୫ ତାରିଖରେ ବଲାଙ୍ଗୀର ଆସିବେ ରାହୁଲ।
ଆଜିଠୁ ବଢିବ ବର୍ଷା । ବିଜୁଳି, ଘଡଘଡି ସହ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିଛି । କାଳବୈଶାଖୀ ଯୋଗୁଁ ରାଜ୍ୟରେ କିଛି ସ୍ଥାନରେ ବର୍ଷା ହୋଇଛି ।
ରାଜ୍ୟର ଅଧିକାଂଶ ଅଂଚଳରେ କାଳବୈଶାଖୀ ଓ ସାମାନ୍ୟ ବର୍ଷା ଯୋଗୁ ତାପମାତ୍ରାରେ ସାମାନ୍ୟ ହ୍ରାସ ଘଟିଥିଲେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।
ରାଜ୍ୟରେ ପ୍ରଥମ ଥର ତାପମାତ୍ରା ଛୁଇଁଲା ୪୬ ଡିଗ୍ରି। ଏହି ସର୍ବୋଚ୍ଚ ତାପମାତ୍ରା ପଶ୍ଚିମ ଓଡ଼ିଶାର ଟିଟିଲାଗଡ଼ ଅଥବା ଝାରସୁଗୁଡ଼ାରେ ନୁହେଁ ବରଂ ଉପକୂଳବର୍ତ୍ତୀ ଜିଲ୍ଲା ବାଲେଶ୍ୱରରେ ଅନୁଭୂତ ହୋଇଛି।
ମେ’ ୩ରେ ଓଡିଶା ଆସିବେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ରାୟଗଡା ଆସି କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ରାହୁଲ ଗାନ୍ଧୀ। ଏନେଇ ରାଜ୍ୟ କଂଗ୍ରେସ ପ୍ରଭାରୀ ସୂଚନା ଦେଇଛନ୍ତି।
ଆସନ୍ତାକାଲି ଓଡ଼ିଶାରେ ଦେଖିବାକୁ ମିଳିବ ବଡ଼ ଲଢ଼େଇ । ଗୋଟିଏ ପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଅନ୍ୟପଟେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।