ତୁରନ୍ତ ସାରିଦିଅନ୍ତୁ ବ୍ୟାଙ୍କ କାମ, ଫେବୃଆରୀ ମାସରେ ୧୦ଦିନ ବନ୍ଦ ରହିବ ବ୍ୟାଙ୍କ

ଫେବୃଆରୀ ମାସରେ ୧୦ଦିନ ବନ୍ଦ ରହିବ ବ୍ୟାଙ୍କ । ପୂଜାପର୍ବାଣୀ ପାଇଁ ଦେଶର ବିଭିନ୍ନ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ । ୨୦୨୪ ବର୍ଷ ଆରମ୍ଭରୁ ଜାନୁଆରୀ ମାସରେ ଭିନ୍ନ ଭିନ୍ନ ଜୋନରେ ୧୬ଦିନ ବ୍ୟାଙ୍କ ବନ୍ଦ ରହିଥିଲା । ସେହିପରି ଆସନ୍ତା ମାସ ଅର୍ଥାତ୍ ଫେବୃଆରୀ ମାସରେ ବି ଦେଶର ଭିନ୍ନ ଭିନ୍ନ ଜୋନରେ ୧୦ଦିନ ବ୍ୟାଙ୍କ୍ ବନ୍ଦ ରହିବ ।

Continue Readingତୁରନ୍ତ ସାରିଦିଅନ୍ତୁ ବ୍ୟାଙ୍କ କାମ, ଫେବୃଆରୀ ମାସରେ ୧୦ଦିନ ବନ୍ଦ ରହିବ ବ୍ୟାଙ୍କ

ଏଣିକି ଟଙ୍କା ଠକାମିର ଶିକାର ହେଲେ ତୁରନ୍ତ RBI କୁ ଦିଅନ୍ତୁ ସୂଚନା, ନଚେତ ଫେରିପାଇବେନି ଟଙ୍କା 

ଠକାମିର ଶିକାର ହେବା ପରେ ଆପଣ ସଙ୍ଗେସଙ୍ଗେ ବ୍ୟାଙ୍କକୁ ଏହି ସୂଚନା ଦେଲେ ସମ୍ପୂର୍ଣ୍ଣ ଅର୍ଥ ଫେରସ୍ତ ପାଇପାରିବେ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଆରବିଆଇ ପକ୍ଷରୁ କୁହାଯାଇଛି।

Continue Readingଏଣିକି ଟଙ୍କା ଠକାମିର ଶିକାର ହେଲେ ତୁରନ୍ତ RBI କୁ ଦିଅନ୍ତୁ ସୂଚନା, ନଚେତ ଫେରିପାଇବେନି ଟଙ୍କା 

ଜାତୀୟ ସ୍ତରରେ ପୁଣି ଜଣେ ଓଡ଼ିଆ, ଆରବିଆଇ ଏକଜିକ୍ୟୁଟିଭ ଡିରେକ୍ଟର ହେଲେ ମନୋରଞ୍ଜନ ମିଶ୍ର 

ଜାତୀୟ ସ୍ତରରେ ଆଉ ଜଣେ ଓଡ଼ିଆଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀ । ରିଜର୍ଭ ବ୍ୟାଙ୍କର ଏକଜିକ୍ୟୁଟିଭ ଡି଼ରେକ୍ଟର ଭାବେ ଦାୟିତ୍ବ ନେଇଛନ୍ତି ମନୋରଞ୍ଜନ ମିଶ୍ର। ତେବେ ମନୋରଂଜନ ନଭେମ୍ବର ୧ରୁ ଦାୟିତ୍ୱ ନେଇଛନ୍ତି। ପୂର୍ବରୁ ସେ ରିଜର୍ଭ ବ୍ୟାଙ୍କର ରେଗୁଲେସନ ବିଭାଗରେ ଚିଫ୍ ଜେନେରାଲ ମ୍ୟାନେଜର ଥିଲେ। ଏଥି ସହ ଆରବିଆଇରେ ସେ ପ୍ରାୟ ୩ ଦଶନ୍ଧି ଧରି କାମ କରି ଆସୁଛନ୍ତି। ବ୍ୟାଙ୍କ ଓ ଏନବିଏଫସିର ରେଗୁଲେସନ, ବ୍ୟାଙ୍କ ଓ ମୁଦ୍ରା ପରିଚାଳନା ନେଇ ତାଙ୍କର ବହୁ ଅଭିଜ୍ଞତା ମଧ୍ୟ ରହିଛି।

Continue Readingଜାତୀୟ ସ୍ତରରେ ପୁଣି ଜଣେ ଓଡ଼ିଆ, ଆରବିଆଇ ଏକଜିକ୍ୟୁଟିଭ ଡିରେକ୍ଟର ହେଲେ ମନୋରଞ୍ଜନ ମିଶ୍ର 

ବଢିଲା ରେପୋରେଟ

ନୂଆଦିଲ୍ଲୀ(୭.୧୨.୨୨) : ବଢିଲା ରେପୋ ରେଟ । ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋରେଟ ୩୫ ବେସିସ ପଏଣ୍ଟ ବୃଦ୍ଧି କରିଛି । ଫଳରେ ମହଙ୍ଗା ହେବ ଋଣ । ଆରବିଆଇ ପକ୍ଷରୁ ରେପୋ ରେଟ୍ ୦.୩୫% ବୃଦ୍ଧି କରାଯାଇଛି । ବର୍ତ୍ତମାନ…

Continue Readingବଢିଲା ରେପୋରେଟ